No Result
View All Result
ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଘରଣୀ ଗ୍ରାମ ରେ ଆଜି ବିଧାୟକ ରୁପେଶ ପାଣିଗ୍ରାହୀ ଗ୍ରାମ ରେ ଥିବା ସୁବିଧା ଅସୁବିଧା କୁ ନେଇ ଏକ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା , ମୁଖ୍ୟତ ଗ୍ରାମ ର ସମସ୍ୟା ଯାହା ରହିଛି , ଲିଖିତ ଭାବେ ଓ ମୌଖିକ ଭାବେ 15 ରୁ ଉର୍ଦ୍ଧ ଅଭିଯୋଗ ଶୁଣିଲେ ବିଧାୟକ ,
କିଛି ଛାତ୍ରୀ ତାଙ୍କ ଗ୍ରାମ ଠାରେ ଏକ ଖେଳ ପଡିଆ ଦାବି କରିଥିଲେ ତୁରନ୍ତ ଅଧିକାରୀ ଙ୍କୁ ଜଣାଇ ଏକ ଖେଳ ପଡିଆ ଦେବାପାଇଁ ବିଧାୟକ କୋହିଥିଲେ , ଏହି ଜନ ଅଭିଯୋଗ ଶୁଣାଣି ରେ ବିଧାୟକ ସମେତ , ଗୋଷାଣୀ ବ୍ଲକ ଅଧକ୍ଷ ଏନ ବିରରାଜୁ ଜିଲ୍ଲା ପରିଷଦ ଏସ ବାଲାରାଜୁ, ସ୍ଥାନୀୟ ସରପଞ୍ଚ, ପ୍ରମୁଖ ଉପସ୍ଥିତ ଥିଲେ l

No Result
View All Result