କୋଣାର୍କ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କୋଣାର୍କ ଅଲିଭରିଡ଼ଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭହୋଇଛି । ଅଭି ଭରିତଳେ କଇଁଛଙ୍କ ୨୦୭୭ ଅଣ୍ଡା ସଂଗ୍ରହ ଅଣ୍ଡାଦାନ ସୁରକ୍ଷା ପାଇଁ କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନ କଅଁରପୁର, ଚନ୍ଦ୍ରଭାଗା, ଦ ଦଧାର୍ଜିଆ ଓ ରାମଚଣ୍ଡୀ ଅସ୍ଥାୟୀ କଇଁଛ ସୁରକ୍ଷା ଓ ପ୍ରଜନନ କେନ୍ଦ୍ର ଖୋଲାଯାଇଛି। ଚଳିତବର୍ଷ ଏହି ଅଣ୍ଡାଦାନ ପ୍ରକ୍ରିୟା ଫେବୃୟାରୀ ମାସରୁ ଆରମ୍ଭହୋଇଛି ।















