କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଏତତ୍ ଦ୍ବାରା ସର୍ବସାଧାରଣ ଙ୍କ ଅବଗତି ନିମନ୍ତେ ଜଣାଇ ଦିଆ ଯାଇଛି ଯେ ନିମ୍ନରେ ପ୍ରଦତ୍ତ ଗ୍ରାମଗୁଡିକ ମଧ୍ୟ ଦେଈ ଯାଇ ଥିବା ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଲାଇନ୍ ୧୩୨/୩୩ କେ.ଭି) ଚାର୍ଜ କରାଯିବ ଯାହାକି ଏମ୍, ଏସ,ଏମ୍, ପିନ , ସି ଏଣ୍ଡ୍ ,ଆଇ ଥ୍ରୀ ପି, ଭି,ଟି ଏଲ୍, ଟି, ଡି, ଦ୍ବାରା ନିର୍ମିତ କଣ୍ଟାବାଞ୍ଜି ତହସିଲ୍ କଣ୍ଟାବାଞ୍ଜି ରାଜସ୍ବ ନିରୀକ୍ଷକ ଗ୍ରାମ ଚଟୁଅନକା,
ବିଛୁ ବାହାଲି, ଡଙ୍ଗାମରା, ଚାର୍ଜ ତାରିଖ ୨-୨-୨୦୨୬ ରେ ଯେ କୌଣସି ସମୟରେ ବିଦ୍ୟୁତ ସରବରାହ କରାଯିବ । ଏଣୁ ଭାରତୀୟ ବିଦ୍ୟୁତ ଆଇନ ର ଧାରା ୧୯୫୨ (ବିଭାଗ ୭୯.୮୦.୮୨.ଓ୮୨(କ) ଅନୁଯାୟୀ ଏହି ବିଦ୍ୟୁତ୍ ତାର ତଳେ କୌଣସି ନିର୍ମାଣ କାର୍ଯ୍ୟ ଉଚ୍ଚ ଯାନବାହାନ ଚଳା ଚଳ ବା କୃଷି କାର୍ଯ୍ୟ କିମ୍ୱା ଉଚ୍ଚ ଠେଙ୍ଗା ବ୍ୟବହାର କାର୍ଯ୍ଯ କରନ୍ତୁ ନାହିଁ । ପ୍ରଣିଧନ,ଗାଈ, ଗୋରୁ, ଛେଳି,ମେଣ୍ଢା ତଥା ସମସ୍ତ ଗୃହପାଳିତ ପଶୁ ମାନଙ୍କୁ ଏହି ଲାଇନ୍ ରେ ଚରାଇବା ନିଷେଧ ଓ ଦଣ୍ଡନୀୟ ଅପରାଧ ଅଟେ ।
ନିର୍ଦ୍ଦେଶକ.. ସ୍ୱା/ଉପମହପ୍ରବନ୍ଧକ ବିଦ୍ୟୁତ୍ ଅତ୍ୟୁଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ନିର୍ମାଣ ବିଭାଜନ ଓ ଏଣ୍ଡ ଏମ୍ (ନୂଆପଡ଼ା)













