ବେଲପଡ଼ା (ଓଡ଼ିଶା ତାଜା ନୀଉଜ) ନି ପ୍ର :- ବଲାଙ୍ଗୀର ଜିଲ୍ଲା ତୁରକେଲା ବ୍ଲକ ସୂଚନା ଅନୁଯାୟୀ ପୁଣି ଜଣେ ଯୁବ ବାଳିକା କଣ୍ଟାବାଞ୍ଜି କୁ ଗୌରବାନ୍ୱିତ କରିଛନ୍ତି, ନମ୍ରତା ବଂଶଲ୍, ବ୍ୟବସାୟୀ ଅଶୋକ ବଂସଲ ଙ୍କ ସୂପୁତ୍ରୀ ଓ ପୂର୍ବତନ ଛାତ୍ରୀ ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି , ବିକଶିତ ଭାରତ ଯୁବ ନେତୃତ୍ବ ସମ୍ବାଦ ୨୦୨୬ ରେ ବିଷୟ ବିକଶିତ ଭାରତ ପାଇଁ ଭବିଷ୍ୟତ ପ୍ରସ୍ତୁତ କର୍ମଶକ୍ତି ନିର୍ମାଣ ରେ ଓଡ଼ିଶା ରାଜ୍ୟ ରୁ ଦ୍ୱିତୀୟ ସ୍ଥାନ ଅଧିକାର କରି ,














