• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଶିଶିର ସରସ-୨୦୨୬ରେ ଫ୍ୟାସନ ଶୋ’ ଅତୀତ ରୁ ଆନୀତ, ଭବିଷ୍ୟତ ପାଇଁ ରୂପାୟିତ : ଓଡ଼ିଶା ହସ୍ତତନ୍ତ ଶୋ’ର ମୁଖ୍ୟ ଆକର୍ଷଣ

Proprietor Abhimanyu Maharana by Proprietor Abhimanyu Maharana
January 17, 2026
in ଓଡ଼ିଶା, ଖୋର୍ଦ୍ଧା, ମନୋରଞ୍ଜନ, ମହାନଗର, ହୋମ୍
0
ଶିଶିର ସରସ-୨୦୨୬ରେ ଫ୍ୟାସନ ଶୋ’ ଅତୀତ ରୁ ଆନୀତ, ଭବିଷ୍ୟତ ପାଇଁ ରୂପାୟିତ : ଓଡ଼ିଶା ହସ୍ତତନ୍ତ ଶୋ’ର ମୁଖ୍ୟ ଆକର୍ଷଣ
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :-  ଚଳିତ ବର୍ଷ ଓରମାସ ଓ ସୁଭଦ୍ରା ଶକ୍ତି ମିଳିତ ଉଦ୍ୟମରେ ଆୟୋଜିତ ହୋଇଥିବା ‘ଶିଶିର ସରସ -୨୦୨୬’ର ୭ତମ ଦିବସରେ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତକୁ ଆଧାର କରି ଏକ ଫ୍ୟାସନ ଶୋ’ ଆୟୋଜିତ ହୋଇଯାଇଛି । ଏହି ଫ୍ୟାସନ ଶୋ’ରେ ଭାଗ ନେଇଥିବା ଉଭୟ ମହିଳା ଓ ପୁରୁଷ ମଡେଲମାନେ ଓଡ଼ିଶାର ପାରମ୍ପରିକ ବସ୍ତ୍ର ଓ ଶାଢୀ ପରିଧାନ କରି ର‌୍ୟାମ୍ପ୍ ୱାକ୍ କରିଥିଲେ ।

ଏହା ମାଧ୍ୟମରେ ରାଜ୍ୟର ପାରମ୍ପରିକ ପରିଧାନ ସଂସ୍କୃତିକୁ ନୂତନ ମଞ୍ଚ ମିଳିବା ସହ ଏହାର ପ୍ରଚାର ଓ ପ୍ରସାର ହେବ ବୋଲି ଆଶା କରାଯାଉଛି । ଫ୍ୟାସନ ଶୋ’ର ମୁଖ୍ୟ ଆକର୍ଷଣ ଥିଲା ଓଡ଼ିଶା ହ୍ୟାଣ୍ଡଲୁମ । ମଡେଲମାନେ ଓଡ଼ିଶା ହ୍ୟାଣ୍ଡଲୁମ୍ ପୋଷାକରେ ୱାକ୍ କରିଥିଲେ । ଫ୍ୟାଶନ ଶୋ’ରେ ମୋଟ ୨୮ ଜଣ ମଡେଲ ମଧ୍ୟରୁ ୧୨ ଜଣ ସୁପର ମଡେଲ, ୪ ଜଣ ପୁରୁଷ ମଡେଲ ଏବଂ ୮ଜଣ ଲୋକାଲ ମଡେଲ ଏବଂ ସେଲିବ୍ରିଟୀ ମଡେଲ (ଶୋ’ ଷ୍ଟପର୍‌) ସ୍ୱପ୍ନା ପ୍ରିୟଦର୍ଶିନୀ,

ସୂର୍ଯ୍ୟମୟୀ ମହାପାତ୍ର, ପ୍ରକୃତି ମିଶ୍ର ଏବଂ ବି.ଏମ୍ ବୈଶାଳୀ ଶୋ’ରେ ଅଂଶଗ୍ରହଣ କରିଥିଲେ । ଓରମାସ୍ ଦ୍ୱାରା ଆୟୋଜିତ ଏହି ଫ୍ୟାସନ ଶୋ’ର ବିଷୟବସ୍ତୁ ରହିଛି ‘ସ୍ୱ-ତନ୍ତ’ , ଯାହାର ଅର୍ଥ ହେଉଛି ‘ସ୍ୱ’ (ନିଜସ୍ୱ) ଏବଂ ତନ୍ତର (ହସ୍ତତନ୍ତ) । ଏହା ଏକ ସମସାମୟିକ ହସ୍ତତନ୍ତ ପ୍ରଦର୍ଶନୀ, ଯାହା ଆଧୁନିକ ଦୃଷ୍ଟିକୋଣ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ବୟନ ପରମ୍ପରାକୁ ନୂତନ ଆକୃତି ଦେଇ ପ୍ରସ୍ତୁତ କରେ ।

‘ସ୍ୱ-ତନ୍ତ’ ଫ୍ୟାସନ ଶୋ’ ଜୀବନ୍ତ ପରମ୍ପରାକୁ ପାଳନ ଐତିହ୍ୟକୁ ଅତୀତରେ ସୀମିତ ନ ରଖି ବର୍ତ୍ତମାନ ଓ ଭବିଷ୍ୟତ ସହ ଯୋଡ଼ିଥାଏ ।  ମେଳାର ଆଗାମୀ ଦିନଗୁଡ଼ିକରେ ହସ୍ତତନ୍ତର ବ୍ୟବସାୟ ଓ ପ୍ରଚାର ପ୍ରସାରକୁ ଦୃଷ୍ଟିରେ ରଖି ଏହି ଫ୍ୟାସନ ଶୋ’ରେ ଓଡ଼ିଶାର ଜିଆଇ-ଟ୍ୟାଗ୍ ପ୍ରାପ୍ତ ହନ୍ତତନ୍ତକୁ ପ୍ରାଧାନ୍ୟ ଦିଆଯାଇଛି । ଓଡ଼ିଶାର ନିଜସ୍ୱ ପାରମ୍ପରିକ ଓ ପୁରାତନ ବୁଣାକାରମାନଙ୍କୁ ସ୍ୱତନ୍ତ୍ର ପରିଚୟ ଦେବା ଫ୍ୟାସନ ଶୋ’ର ମୁଖ୍ୟ ଉଦ୍ଦେଶ୍ୟ ।


ଏଥିରେ ବରପାଲି ବୟନ, କୋଟପାଡ ଶାଢୀ, ଢୋକରା ମେଟାଲ କଳାରେ ପ୍ରେରିତ ଶାଢୀ, ଡୋଙ୍ଗରିଆ କନ୍ଧ ଏମ୍ବ୍ରୋଡୋରୀ ଆଦି ଓଡ଼ିଶାର ବିବିଧ ହସ୍ତତନ୍ତ ପରମ୍ପରା ଫ୍ୟାସନ ଶୋ’ରେ ପ୍ରଦର୍ଶନ କରାଯିବ । ପ୍ରଦର୍ଶର୍ିତ ହେବାକୁ ଥିବା ପ୍ରତ୍ୟେକ ବସ୍ତ୍ର ସ୍ଥାନୀୟ ଅଞ୍ଚଳ, ଲୋକକଥା, ଏବଂ ଉଦ୍ଦେଶ୍ୟର କାହାଣୀକୁ ପ୍ରତିଫଳିତ କରିଥାଏ ଏବଂ ଆଧୁନିକତା ସହ ପାରମ୍ପରିକତାର ସମନ୍ୱୟର ବାର୍ତ୍ତା ପ୍ରଦାନ କରେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

March 8, 2026
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026

Recent News

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

March 8, 2026
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version