No Result
View All Result
ମୁଖ୍ୟ ଆକର୍ଷଣ :
• ଐତିହ୍ୟ ସାମଗ୍ରୀ : ଇରାନୀ ଗାଲିଚା, କାଶ୍ମୀରୀ ଫର୍ଣ୍ଣିଚର ଏବଂ ଆଣ୍ଟିକ୍ ପିରୁକାର୍ଯ୍ୟ ।
• ବିଶ୍ୱତ୍ତଳ କାସ୍ତରୀୟ ଫ୍ୟାଶନ : କୋରିଆନ୍ ଆକ୍ସେସୋରିଜ୍, ଦୁବାଇର ପୋଷାକ ଏବଂ ଥାଇଲ୍ୟାଣ୍ଡର ଅଳଙ୍କାର ।
• ଖାଦ୍ୟ ଓ ସ୍ୱାଦ : ଆଫଗାନିସ୍ତାନର ୧୦୦ରୁ ଅଧିକ ପ୍ରକାରର ଡ୍ରାଏ ଫ୍ରୁଟ୍ସ ଏବଂ ଚମ୍ପାରଣର ପ୍ରସିଦ୍ଧ ମଟନ୍ ।
ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଓଡ଼ିଶା : ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ସହରର କ୍ଲବ୍ ଟାଉନ ଗ୍ରାଉଣ୍ଡ ଚନ୍ଦ୍ରଶେଖରପୁରଠାରେ ଆସନ୍ତା ୧୬ ଜାନୁଆରୀରୁ ୨୬ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ୨ୟ ଫର୍ଣିଚର ଇଣ୍ଟେରିୟର ଏବଂ ଲାଇଫ୍ ଷ୍ଟାଇଲ୍ ଏକ୍ସପୋ ଅନୁଷ୍ଠିତ ହେବାକୁ ଯାଉଛି । ଏଠାରେ ଏହି ୧୧ ଦିନିଆ ମହୋତ୍ସବରେ ବିଶ୍ବସ୍ତରୀୟ ସାମଗ୍ରୀର ଏକ ଅପୂର୍ବ ସମାହାର ଦେଖିବାକୁ ମିଳିବାସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ପ୍ୟାଭିଲିୟନ ମଧ୍ୟରେ ଆପଣ ବିଶ୍ବର ଶ୍ରେଷ୍ଠ କାରିଗରୀ ଓ ଆଧୁନିକ ଜୀବନଶୈଳୀର ଅନୁଭୂତି ପାଇପାରିବେ ।
୧୦ଟି ଦେଶ ଏବଂ ୨୨ଟି ଭାରତୀୟ ରାଜ୍ୟର ପ୍ରାୟ ୧,୦୦,୦୦୦ରୁ ଅଧିକ ସାମଗ୍ରୀ ପ୍ରଦର୍ଶିତ ହେବ । ମୁଖ୍ୟ ଆକର୍ଷଣ ଭିତରେ ଐତିହ୍ୟ ସାମଗ୍ରୀ ଇରାନୀ ଗାଲିଚା, କାଶ୍ମୀରୀ ଫଶ୍ଚିତର ଏବଂ ଆଣ୍ଟିକ୍ ପିରଳ କାରୁକାର୍ଯ୍ୟବିଶ୍ୱସ୍ତରୀୟ ଫ୍ୟାଶନ: କୋରିଆନ୍ ଆକ୍ସେସୋରିକ୍, ଦୁବାଇର ପୋଷାକ ଏବଂ ଥାଇଲ୍ୟାଣ୍ଡର ଅଳଙ୍କାରଖାଦ୍ୟ ଓ ସ୍ବାଦ : ଆଫଗାନିସ୍ତାନର ୧୦୦ରୁ ଅଧିକ ପ୍ରକାରର ଡ୍ରାଏ ଫୁଟ ଏବଂ ତରଣର ପ୍ରସିଦ୍ଧ ମଗନ୍ନାମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ସୁଜିତ କୁମାର ଗୁପ୍ତା ଏବଂ ନିର୍ଦ୍ଦେଶକ ଶ୍ରୀମତୀ ପାୟଲ ଆଚାର୍ଯ୍ୟଙ୍କ କହିବା ଅନୁଯାୟୀ,
“ଏହା କେବଳଏକ ପ୍ରଦର୍ଶନୀ ନୁହେଁ, ବରଂ ବିଶ୍ଵ ସ୍ତରୀୟ ସାମଗ୍ରୀ ର ମିଳନ ସ୍ଥଳ ଭୁବନେଶ୍ବରରେ ପ୍ରଥମ କରି ଆମେ ‘ଜଳପରୀ ଶୋ ପରି ଏକ ନିଆରା ଆକର୍ଷଣ ନେଇ ଆସିଛୁ ।” ଭାରତର ସମସ୍ତ ଅଞ୍ଚଳର ଆସବାବପତ୍ର, ଯେପରିକି କାଶ୍ମୀରୀ ଫଳିବର୍କାର୍ଲିଙ୍ଗ୍ ଫର୍ନିଚର୍, ଆଣ୍ଟିକ ଫର୍ନିଚର୍, ସୋଫା ସେଟ୍, ଡାଇନିଂ ସେଟ୍ ଏବଂ କାର୍ଲିଙ୍ଗ୍ ଝୁଲା ଇତ୍ୟାଦି । ଆଫଗାନିସ୍ତାନର ୧୦୦ ପ୍ରକାରର ଉର୍ବ ବ୍ଲାକଫ୍ଲକ୍ସ ଓଓ ଜର୍ମାନୀ ଲ୍ୟାମ୍ପ ।
ବାଂଲାଦେଶରୁ ଜାମଦାନି ଶାଢ଼ୀ କ୍ଷକ୍ଷ ଇରାନରୁ ଇରାନି ଖଜୁର, ଗହଣା ଏବଂ ହର୍ବାଲ ନେଲେ । ବୁବାଇରୁ ପୋଷାକ,ପରଫ୍ୟୁମ୍ ଓ ଥାଇଲାଣ୍ଡରୁ ଗହଣା, ଜୋତା ଏବଂ ପୋଷାକ ଓଓ କୋରିଆରୁ ଲେଜିକ୍ ଆସେସୋରିଲ୍ କ୍ଷ ସିଙ୍ଗାପୁର ଉତ୍ପାଦ କ୍ଷ ଓ ଅନେକ କଛି ରହିଛି । ଏସ୍ପୋ ପରିଦର୍ଶନ କରୁଥିବା ସମସ୍ତଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି ।

No Result
View All Result