• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବଡଦାଣ୍ଡରେ ଗଡ଼ିଲା ସ୍ବଦେଶୀ ସଂକଳ୍ପ ରଥ

Proprietor Abhimanyu Maharana by Proprietor Abhimanyu Maharana
January 12, 2026
in ଓଡ଼ିଶା, ପୁରୀ, ହୋମ୍
0
ବଡଦାଣ୍ଡରେ ଗଡ଼ିଲା ସ୍ବଦେଶୀ ସଂକଳ୍ପ ରଥ
Share on FacebookShare on TwitterWhatsapp

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଭାରତକୁ ସ୍ବଦେଶୀ ଓ ସ୍ୱାବଲମ୍ବନରେ ସୁଦୃଢ କରିବା ଉଦେଶ୍ୟରେ ସ୍ୱାମୀ ବିବେକାନନ୍ଦଙଙ୍କ ଜୟନ୍ତୀ ଅନ୍ତରାଷ୍ଟ୍ରୀୟ ଯୁବ ଦିବସ’ ଅବସରରେ ସ୍ବଦେଶୀ ସଂକଳ୍ପ ରଥ ଯାତ୍ରା ଗୁଣ୍ଡିଚା ମନ୍ଦିର ନିକଟରୁ ଆରମ୍ଭ ହୋଇଯାଇଛି। ଏହି ଅବସରରେ ଗୁଣ୍ଡିଚା ମନ୍ଦିର ଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ଏକ ଗଣଦୌଡର ମଧ୍ୟ ଆୟୋଜନ ହୋଇଥିଲା । ବିଭିନ୍ନ କଲେଜର ଶତାଧିକ ଛାତ୍ରଛାତ୍ରୀ, ଓ ଯୁବକ ପୋଷ୍ଟର ବ୍ୟାନର ଧରି ଗଣଦୌଡ଼ (ରନ ଫର ସ୍ବଦେଶୀ)ରେ ଅଂଶଗ୍ରହଣ କରି ମାର୍କେଟ ଛକ ପର୍ଯ୍ୟନ୍ତ ଯାଇଥିଲେ । ସ୍ୱାବଲମ୍ବୀ ଭାରତ ଅଭିଯାନର କ୍ଷେତ୍ରୀୟ ସମନ୍ଵୟକ ସାରଦା ପ୍ରସାଦ ଶତପଥି ଓ ଅଖିଳ ଭାରତ ସଂଘର୍ଷ ବାହିନୀ ପ୍ରମୁଖ ଅନ୍ନଦା ଶଙ୍କର ପାଣିଗ୍ରାହୀ ପତାକା ଦେଖେଇ ରଥର ଶୁଭ ଉଦଘାଟନ କରିବା ସହ ଗଣଦୌଡ଼ରେ ସାମିଲ ହୋଇଥିଲେ ।

ଯାତ୍ରା ପୂର୍ବରୁ ଏକ ପଥପ୍ରାନ୍ତ ସଭାରେ ଶ୍ରୀ ଶତପଥୀ କହିଥିଲେ ଯେ ବର୍ତ୍ତମାନ ବିଶ୍ୱର ଚତୁର୍ଥ ଆର୍ଥିକ ଶକ୍ତି ଭାବେ ଉଭା ଭାରତ ଅଳ୍ପ କିଛି ବର୍ଷ ଭିତରେ ତୃତୀୟ ଆର୍ଥିକ ଶକ୍ତି ହେବାକୁ ଯାଉଛି । ନିଜସ୍ୱ ଗାନ କୌଶଳରେ ଉତ୍ପାଦିତ ଦ୍ରବ୍ୟର ବହୁଳ ବ୍ୟବହାର ହେଲେ ଦେଶ ସମ୍ପୂର୍ଣ ଆତ୍ମନିର୍ଭରଶିଳ ହେବା ସହ ବିଶ୍ୱର ପ୍ରଥମ ଆର୍ଥିକ ଶକ୍ତି ହେବା ବି କିଛି ବଡ଼କଥା ନୁହେଁ । ତେଣୁ ଦେଶକୁ ବିଶ୍ୱର ପ୍ରଥମ ଆର୍ଥିକ ଶକ୍ତି କରିବାକୁ ହେଲେ ସ୍ବଦେଶୀ ବସ୍ତୁର ନିର୍ମାଣ ସଂଗେ ସଂଗେ ବ୍ୟବହାର ହିଁ ଏକମାତ୍ର ପନ୍ଥା ବୋଲି ମତବ୍ୟକ୍ତକରିଥିଲେ । ଅଖିଳ ଭାରତ ସଂଘର୍ଷ ବାହିନୀ ପ୍ରମୁଖ ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ ସ୍ବଦେଶୀ ଓ ବିକାଶ ସମପର୍ଯ୍ୟାୟବାପି ଶବ୍ଦ ।

ସ୍ବଦେଶୀ ବିନା ବିକାଶ ଓ ବିକାଶ ବିନା ସ୍ବଦେଶୀ ସମ୍ଭବ ନୁହେଁ । ଦେଶକୁ ଆର୍ଥିକ ଶକ୍ତି ଭାବେ ଦେଖିବାକୁ ବିଦେଶୀ ବସ୍ତୁର ବର୍ଜନ ଓ ସ୍ବଦେଶୀ ଜିନିଷ ଆପଣେଇବାକୁ ହିଁ ପଡିବ । ଆମ ପାଖରେ ୧୪୦ କୋଟି ଜନସଂଖ୍ୟାର ବିଶାଳ ଖାଉଟି ବଜାର ରହିଛି । ଆମ ନିକଟରେ ପ୍ରଯୁକ୍ତି ଜ୍ଞାନ କୌଶଳର ମଧ୍ୟ ଅଭାବ ନାହିଁ । ଏହି ଜ୍ଞାନ କୌଶଳକୁ ଉପଯୋଗ କରି ନିର୍ମାଣ କରିବାର ଇଚ୍ଛା ଶକ୍ତି ଥରେ ଜାଗ୍ରତ କରିଦେଲେ, ଦେଶରେ ବେକାରୀ ସମସ୍ୟା ରହିବ ନାହିଁ ବୋଲି ପ୍ରକାଶ କରିଥିଲେ । ପୂର୍ବ ପ୍ରାନ୍ତ ସହ ସଂଯୋଜକ ପ୍ରସନ୍ନ ଛୋଟରାୟ ଉପସ୍ଥିତ ରହି ଭୋକାଲ ଫର ଲୋକାଲ ଉପରେ ଗୁରୁତ୍ୱ ଦେଇଥିଲେ ।

ଅନ୍ୟମାନଙ୍କ ଭିତରେ ଶିକ୍ଷାବିତ ଅମୀୟ ମିଶ୍ର, ଡା ଦେବେନ୍ଦ୍ର ତରେଇ, ପ୍ରଶାନ୍ତ ଭୂୟାଁ, ସୁଶ୍ରୀ ପାଣି, ବିଶ୍ଵନ୍ନାଥ ପଣ୍ଡା, ସ୍ୱର୍ଯ୍ୟ ରଥ, ଲକ୍ଷ୍ମୀପ୍ରିୟା ସାହୁ ନିଜର ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ । ସ୍ବଦେଶୀ ଜାଗରଣ ମଞ୍ଚ ଜିଲ୍ଲା ବିଚାର ପ୍ରମୁଖ ସରୋଜ କୁମାର ମିଶ୍ର, ଜିଲ୍ଲା ପ୍ରଚାର ପ୍ରମୁଖ ସଞ୍ଜୟ ମହାନ୍ତି, ସହ ସଂଯୋଜକ ଉପେନ୍ଦ୍ର ବିଶୋଇ, ବରିଷ୍ଟ ସଭ୍ୟ ତରଣାଦିତ୍ୟ ମିଶ୍ର ପ୍ରମୁଖ ସଂକଳ୍ପ ଯାତ୍ରା ପରିଚାଳନା କରିଥିଲେ । ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଆୟୋଜିତ ଏହି ଦଶଦିବଶୀୟ ରଥଯାତ୍ରା ରାଜ୍ୟ ପୂର୍ବପ୍ରାନ୍ତ୍ରର ୧୭ଟି ଜିଲ୍ଲା ଅତିକ୍ରମ କରି ଚଳିତ ମାସ ୨୨ ତାରିଖ ଭୁବନେଶ୍ୱରରେ ପହଞ୍ଚିବ । ସେହିଭଳି ଶବର ଶ୍ରୀକ୍ଷେତ୍ର କୋରାପୁଟରୁ ସୋମବାର ଠାରୁ ଆରମ୍ଭ ହୋଇଥିବା ଆଉ ଏକ ରଥ ପଶ୍ଚିମାଞ୍ଚଳର ୧୩ଟି ଜିଲ୍ଲା ଭ୍ରମଣ କରି ଭୁବନେଶ୍ୱରରେ ପହଞ୍ଚିବ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଉପସ୍ଥିତିରେ ସମାପନ ହେବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

April 28, 2026
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

April 27, 2026
ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

April 27, 2026
ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

April 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

April 28, 2026
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

April 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version