• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପ୍ରୟାସ ବିଦ୍ୟାମନ୍ଦିରର ଏକାଦଶ ଶ୍ରେଣୀ ପାଇଁ ପ୍ରବେଶିକା ପରୀକ୍ଷା

Proprietor Abhimanyu Maharana by Proprietor Abhimanyu Maharana
January 7, 2026
in ଓଡ଼ିଶା, କଟକ, ଯାଜପୁର, ଶିକ୍ଷା ଓ ନିଯୁକ୍ତି, ହୋମ୍
0
ପ୍ରୟାସ ବିଦ୍ୟାମନ୍ଦିରର ଏକାଦଶ ଶ୍ରେଣୀ ପାଇଁ ପ୍ରବେଶିକା ପରୀକ୍ଷା
Share on FacebookShare on TwitterWhatsapp

ବିହାର,ପଶ୍ଚିମବଙ୍ଗ,ଛତିଶଗଡ ଓ ଝାଡ଼ଖଣ୍ଡ ସମେତ ଆମ ରରାଜ୍ୟରୁ ଭାଗନେଲେ ୨୫ଶହରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ

କୋରାଇ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଯାଜପୁର ଜିଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ପ୍ରୟାସ ବିଦ୍ୟାମନ୍ଦିରର ସିବିଏସଇ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ରବିବାର ପ୍ରବେଶିକା ପରୀକ୍ଷା ହୋଇଥିଲା । ଏଥ‌ିରେ ପଡୋଶୀ ରାଜ୍ୟ ବିହାର, ପଶ୍ଚିମବଙ୍ଗ,

ଛତିଶଗଡ ଓ ଝାଡଖଣ୍ଡ ସମେତ ରାଜ୍ୟର କୋରାପୁଟ, ରାୟଗଡା, ସମ୍ବଲପୁର, ବରହ୍ମପୁର, କଳାହାଣ୍ଡି, ଅନୁଗୁଳ, ନୟାଗଡ ଆଦି ୩୦ଜିଲାରୁ ୨୫ଶହରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ ଯୋଗଦେବା ଏକ କୁମ୍ଭମେଳ ସଦୃଶ୍ୟ ପରିଲକ୍ଷିତ ହୋଇଥିଲା । ଯାହା ଅନୁଷ୍ଠାନ ପାଇଁ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି ।

୨୦୧୬ ମସିହାରେ ପ୍ରଥମେ ବ୍ୟାସନଗର ସହରରେ ପ୍ରତିଷ୍ଠିତ ହୋଇଥିବା ପ୍ରୟାସ ଶିକ୍ଷାନୁଷ୍ଠାନ ଏବେ ଓଡ଼ିଶାରେ ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନର ମାନ୍ୟତା ହାସଲ କରିଛି । ଏହି ଶିକ୍ଷାନୁଷ୍ଠାନ ପାଇଁ ବ୍ୟାସନଗର ସହରାଂଚଳ ରାଜ୍ୟ ଏକ ପ୍ରମୁଖ ‘ଶିକ୍ଷାହବ’ର ବାତାବରଣ ସୃଷ୍ଟିକରିଛି ।

ବୈପ୍ଳବିକ ଭାବେ ଶୈକ୍ଷିକ ସମାଧନ କରୁଥିବା ଏହି ଅନୁଷ୍ଠାନକୁ ସବୁ ମହଲରେ ପ୍ରଶଂସା କରାଯିବା ସହ ଅଭିଭାବକ ଓ ଛାତ୍ରୀଛାତ୍ରୀଙ୍କ ପ୍ରଥମ ପସନ୍ଦ ଭାବେ ପ୍ରୟାସ ପାଲୋଟିଛି । ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ପ୍ରାଥମିକତା ଦେଇ ପ୍ରୟାସ ବିଦ୍ୟାମନ୍ଦିର ପକ୍ଷରୁ ପ୍ରବେଶିକା ପରୀକ୍ଷା ଲାଗି ରାଜ୍ୟର ୪ଟି ସ୍ଥାନରେ କେନ୍ଦ୍ର କରା ଯାଇଥିଲା ।

ଏଥିରେ ଯାଜପୁର ଜିଲା କୋରାଇ ବ୍ଳକର ତଣ୍ଡରା ସ୍ଥିତ ପ୍ରୟାସ ବିଦ୍ୟାମନ୍ଦିର କେନ୍ଦ୍ରରେ ୧୪୫୦ଜଣ, ବାଲେଶ୍ଵର କନ୍ଦ୍ରରେ ୪୭୦ଜଣ, ଭୁବନେଶ୍ଵର କେନ୍ଦ୍ରରେ ୩୧୫ ଓ ଅନୁଗୁଳ କେନ୍ଦ୍ରରେ ୨୮୫ଜଣ ସୁଦୂର ପଡୋଶୀ ରାଜ୍ୟ ବିହାର,

ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ ସମତେ ଆମ ରାଜ୍ୟର ୩୦ଟି ଜିଲାରୁ ମୋଟ ୨୫୨୦ଜଣ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷା ଦେବାକୁ ଆସିଥିଲେ । ତଣ୍ଡରା ସ୍ଥିତ ପ୍ରୟାସ ବିଦ୍ୟାମନ୍ଦିରରେ ୫୦୦ ଓ ବାଲେଶ୍ଵର ବିଦ୍ୟାମନ୍ଦିରରେ ୨୦୦ ସିଟ୍‌ ମିଶାଇ ମୋଟ ୭୦୦ ସିଟ୍ ନିମନ୍ତେ

ହୋଇଥିବା ଏହି ପ୍ରବେଶିକା ପରୀକ୍ଷା ଫଳ ଆସନ୍ତା ୧୧ତାରିଖରେ ରବିବାର ପ୍ରକାଶ ପାଇବା ପରେ କୃତୀ ଛାତ୍ରଛାତ୍ରୀ ସୂଚନାମତେ ନାମ ଲେଖାଇ ପାରିବେ ବାଲି ପ୍ରୟାସ ପକ୍ଷରୁ କୁହାଯାଇଛି । ଏହି ଅନୁଷ୍ଠାନ ପିଲାମାନଙ୍କୁ ସଫଳ ମଣିଷ ସୃଷ୍ଟିକରିବାରେ ଅକ୍ଳାନ୍ତା ଚେଷ୍ଟା ଓ

ପରିଶ୍ରମର ପ୍ରୟାସ କରିଥିବା ପ୍ରୟାସ ଅନୁଷ୍ଠାନ ବାର୍ଷିକ ଶତାଧିକ ଡାକ୍ତରୀ ଛାତ୍ର ସୃଷ୍ଟିକରିବା ସାରା ରାଜ୍ୟ ପାଇଁ ଗୌରବର ବିଷୟ ପାଲଟିଛି । ଚଳିତ ବର୍ଷ ନିଟ୍ ପରୀକ୍ଷାରେ ପ୍ରୟାସ ଅନୁଷ୍ଠାନରୁ ସର୍ବାଧ‌ିକ ୨୨୭ଜଣ ସରକାରୀ ମେଡିକାଲ କଲେଜରେ ସ୍ଥାନ ପାଇଥିବା ବେଳେ ସେଥ‌ିରୁ ଇଂଟିଗ୍ରେଟେଡ ପିଲା ୪୨ଜଣ (ଏମସ୍‌ରେ ୩ଜଣ) ପାଇଛନ୍ତି ।

ଏଥ‌ି ସହିତ ଇଂଟିଗ୍ରେଟେଡ ବ୍ୟାଚରୁ ଆଇଆଇଟିରେ ୨ଜଣ, ଏନଆଇଟିରେ ୨୧ଜଣ ପିଲା ସ୍ଥାନ ପାଇଛନ୍ତି । ଏହି ସଫଳତା ନେଇ ଏବେ ସର୍ବଭାରତୀୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କର ପ୍ରୟାସ ପ୍ରଥମ ପସନ୍ଦ ଓ ଭରଷା ଯୋଗ୍ୟ ଶିକ୍ଷାନୁଷ୍ଠାନ ହୋଇପାରିଛି ।

ଏହି ଅନୁଷ୍ଠାରେ ପ୍ରବୀଣ ଶିକ୍ଷକଙ୍କ ଦ୍ବାରା ଉନ୍ନତମାନର ଶିକ୍ଷା ପ୍ରଦାନ ସହ ଶୀତତାପ ନିୟନ୍ତ୍ରୀତ ଡିଜିଟାଲ କ୍ଲାସରୁମ, କ୍ରୀଡା ଶୈକ୍ଷିକ ସହ ଶୃଙ୍ଖଳିତ ଓ ଉତ୍ସାହପ୍ରଦ ଶିକ୍ଷା ପ୍ରଣାଳୀରେ ଶିକ୍ଷାଦାନ କରି ଶତପ୍ରତିଶତ ପିଲାଙ୍କୁ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ କରାଇବା ପ୍ରୟାସ ବିଦ୍ୟାମନ୍ଦିରର ପ୍ରୟାସ ରହିଛି

ବୋଲି ଅନୁଷ୍ଠାନର ଚେୟାରମ୍ୟାନ ନିହାର ରଞ୍ଜନ ଦାସ ଆମ ପ୍ରତିନିଧୂଙ୍କୁ ସୂଚନା ଦେଇଛନ୍ତି । ଅନୁଷ୍ଠିତ ପରୀକ୍ଷାକୁ ଅନୁଷ୍ଠାନର ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କହିଥିଲେ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

March 6, 2026
ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

March 5, 2026
ପୁରୀରେ ସାଇବର ଠକେଇର ପର୍ଦାଫାଶ – ୩ ଅଭିଯୁକ୍ତ ଗିରଫ

ପୁରୀରେ ସାଇବର ଠକେଇର ପର୍ଦାଫାଶ – ୩ ଅଭିଯୁକ୍ତ ଗିରଫ

March 5, 2026
୫୪ତମ ଆଚାର୍ଯ୍ଯ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଊଦଘାଟିତ

୫୪ତମ ଆଚାର୍ଯ୍ଯ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଊଦଘାଟିତ

March 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

March 6, 2026
ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

March 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version