No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଭାରତରେ ହୀରା ଅଳଙ୍କାର କ୍ରୟ ପ୍ରବୃତ୍ତିରେ ପରିବର୍ତ୍ତନ ଦେଖାଯାଉଥିବାବେଳେ, ‘ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍’ ତାହାର ସ୍ୱତନ୍ତ୍ର ବ୍ରାଣ୍ଡ ‘ମାଇନ୍ ଡାଇମଣ୍ଡ୍ସ’ ଅଧୀନରେ ମାଇନ୍ ଡାଇମଣ୍ଡ୍ସ ଫେଷ୍ଟିଭାଲ୍ ଘୋଷଣା କରିଛି ।
ଏହି ମହୋତ୍ସବ ଅବସରରେ ଗ୍ରାହକମାନେ ପ୍ରମାଣିତ ପ୍ରାକୃତିକ ହୀରା ଏବଂ ପ୍ଲାଟିନମ୍ ଅଳଙ୍କାର ଉପରେ ୩୦% ପର୍ଯ୍ୟନ୍ତ ରିହାତି ପାଇପାରିବେ ।
ସଲିଟାୟ,ର୍ ପ୍ରତିଦିନ ପିନ୍ଧିବା ହାଲୁକା ଡିଜାଇନ୍ ଓ ଉତ୍ସବ-ଯୋଗ୍ୟ ହୀରା ଅଳଙ୍କାରର ବ୍ୟାପକ ସଂଗ୍ରହ ଏହି ପ୍ରଦର୍ଶନୀର ଆକର୍ଷଣ । ଏହି ଫେଷ୍ଟିଭାଲ୍ ୨୦ ଡିସେମ୍ବର ୨୦୨୫ରୁ ୨୬ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ସାରା ଭାରତର ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ଷ୍ଟୋରରେ ଚାଲିବ ।

No Result
View All Result