ଏହି ଅବସରରେ ସମ୍ମାନିତ ଅତିଥିଭାବେ ସଂଘର ଜାତୀୟ ସଭାପତି ପରମଦ ଇଣ୍ଡାଲ, ଜାତୀୟ ସାଧାରଣ ସମ୍ପାଦକ କେ ଏଲ ଚୌହାନ ପ୍ରମୁଖ ପ୍ରଦୀପ ପ୍ରଜ୍ଜଳନ କରିବା ସହ ସମ୍ବିଧାନ ପ୍ରଣେତା ଆମ୍ବେଦକର ଭୀମ ଜୀଙ୍କ ଆଲୋକ ଚିତ୍ର ରେ ପୁଷ୍ପ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ରେ ଏସ ବି ଆଇ କର୍ମଚାରୀଙ୍କ ସମୂହ କଲ୍ୟାଣ ଗଣତାନ୍ତ୍ରିକ ଉପାୟରେ ପୂରଣ କରାଯିବା ଉପରେ ଅତିଥିମାନେ ମତ ପ୍ରକାଶ କରିଥିଲେ ।

© 2023 Odisha Taza News.