ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ତିନି ଦିନିଆ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ୨୦୨୫ ଉଦଘାଟିତ ହୋଇଯାଇଛି । ବାଲିଗୁଡ଼ା ଉପଖଣ୍ଡ ଥିବା ସମସ୍ତ ବ୍ଲକର କୃଷି ବିଭାଗ ଅଧିକାରୀଙ୍କୁ ନେଇ ଏହି ମେଳା ଆୟୋଜନ କରାଯାଇଥିଲା ।



© 2023 Odisha Taza News.