ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) :- ରାଜକିଶୋର ସେନାପତି – ସତ୍ୟବାଦୀ ଥାନା କେସ ନୁମ୍ବର ୨୧୮/୨୦୨୫,ଧାରା – ୩୭୬/୫୦୯/ ୨୯୨/ ୩୫୪(ଏ )/୩୫୪(ଡି )/୫୦୦/୫୦୬ ଆଇ ପି ସି ଧାରା – ୬୬(ଇ )/୬୭/୬୭-ଏ /୬୭-ବି ଆଇ. ଟି ଆକ୍ଟଅନୁସାରେ ମାମଲା ରୁଜୁ ହୋଇଛି । ସୂଚନା ଥାଉକି ଝିଅ ନାମ ଗୋପନ ରଖାଯାଇ X ଦିଆଯାଇଛି । X ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କଲେ ଦେବେନ୍ଦ୍ର ପ୍ରଧାନ (ଦେବ ) ୪୩, ଗ୍ରାମ – ପରାହଟ ବଡ଼ସାହି,ର ସେ X ଙ୍କୁ ଫୋନ କରି ତାଙ୍କ ଫଟୋକୁ ସଂପାଦନା କରି ଫେସବୁକରେ ଭାଇରାଲ କରିଦେବାର ଭୟ ଦେଖାଇଲେ । ପରେ ସେ ତାଙ୍କୁ ସାକ୍ଷୀଗୋପାଳକୁ ଡାକି ଦୁହେଁ ଥଣ୍ଡା ପିଆଇଲେ । ତାପରେ ଦୁହେଁ ପୁରୀକୁ ଯାଇଥିଲେ ।















