ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ହାଉସିଂବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ବାର୍ଷିକ ମାତ୍ରୁ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଅତିଥିଭାବେ ଅବସରପ୍ରାପ୍ତ ଇଂରାଜୀ ଶିକ୍ଷକ ରାମଚନ୍ଦ୍ର ମହାପାତ୍ର ଓ ସମାଜସେବୀ ସରସୀବାଳା ଦାସ ଯୋଗଦେଇ ଶିଶୁର ପ୍ରଗତିରେ ମାଆର ଭୂମିକା ବିଷୟରେ ଆଲୋଚନା କରିଥିଲେ ।

ସଂପାଦକ ଶ୍ରୀଯୁକ୍ତ ସାହୁ ଉତ୍ତମ ମାଆବାପା ହେବା ପାଇଁ ହେଲେ କଠିନ ପରିଶ୍ରମ ଓ ସାଧନା କରିବାକୁ ପଡିବ ବୋଲି କହିବା ସହିତ ବିଭିନ୍ନ ସୂତ୍ର ବିଷୟରେ ଆଲୋଚନା କରିଥିଲେ । ବିଦ୍ଯାଳୟର ପ୍ରଧାନ ଆଚାର୍ଯ୍ୟା ପ୍ରିୟମ୍ବଦା ମହାପାତ୍ର ଶିଶୁ ମାନଙ୍କର ପ୍ରଗତି ପାଇଁ ମାଆବାପା ମାନଙ୍କୁ ବିଦ୍ଯାଳୟ ତରଫରୁ ୨୦ଟି ସଚେତନତା ସୂଚନା ପ୍ରଦାନ କରିଥିଲେ ।

ଶିଶୁ ମାନଙ୍କର ପିତାମାତା ଓ ଗୁରୁଜୀ ଗୁରୁମା ମିଳିତ ଭାବେ ଶିଶୁର ପ୍ରଗତି ପାଇଁ ଦାୟୀ। ଶିଶୁର ବିକାଶ ପାଇଁ ପରିବାରରେ ମାଆବାପା ମାନେ ଶିଶୁ ମାନଙ୍କୁ ଅଧିକ ସମୟ ଦେବା ପାଇଁ ସଭାରେ ଆଲୋଚନା ହୋଇଥିଲା । ବିଦ୍ଯାଳୟର ରଂଜନ ଗୁରୁଜୀ ଓ ଶୋଭା ଗୁରୁମା ମଞ୍ଚ ସଂଯୋଜନା କରିଥିଲା ବେଳେ ବିଦ୍ଯାଳୟର ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ଧନ୍ଯବାଦ ଅର୍ପଣ କରିଥିଲେ ।