ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀଜିଲ୍ଲା ସଦରବ୍ଲକ ଓ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କହ୍ନେଇ ବିଦ୍ୟାଧରପୁର ପଞ୍ଚାୟତ ଭୋଇ ସାହି ରେ ଅନ୍ନପୂର୍ଣା ଚାରିଟେବୁଲ ଟ୍ରଷ୍ଟ ପୁରୀ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି ।

ଗୌଡ଼କେରା ପଞ୍ଚାୟତ ର ସରପଞ୍ଚ ରମେଶ ଚନ୍ଦ୍ର ପ୍ରଧାନ,ଲକ୍ଷ୍ମଣ ପ୍ରଧାନ ଟ୍ରଷ୍ଟର ସମ୍ପାଦିକା ଅନ୍ନପୂର୍ଣ୍ଣା ପାଣି, ସ୍ଥିତପ୍ରଜ୍ଞା ଜେନା,ଶ୍ରୀଜଗନ୍ନାଥ ମନ୍ଦିରର ବରିଷ୍ଟ ସେବାୟତ ଦୋଳଗୋବିନ୍ଦ ପଣ୍ଡା,















