ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀର ଅଗ୍ରଣୀ ସ୍ବେଚ୍ଛାସେବୀ ଓ ସାମାଜିକ ଅନୁଷ୍ଠାନ ମିତ୍ରସଂଘର ରୌପ୍ଯ ଜୟନ୍ତୀ ଉପଲେକ୍ଷ ଶୁକ୍ରବାର ନବକଳେବର ରୋଡ ସ୍ଥିତ ଆଖଣ୍ଡଳମଣୀ ମିତ୍ରସଂଘ କାର୍ଯ୍ଯାଳୟ ପରିସରରେ ବେଦପାଠ ଓ ଗୀତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ଅରୁଣ କୁମାର ମିଶ୍ର ବେଦପାଠ ଓ ଗୀତାରେ ବିଚାରକ ଭାବେ ଉପସ୍ଥିତ ଥିଲେ ।
















