କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ବିଡାନାସୀ ସ୍ଥିତ ଶୁଭଦ୍ରା ସ୍ବାବଲମ୍ବୀ ମହିଳା ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ପରି ଏହି ବର୍ଷ ମଧ୍ଯ କମଳ ଓ ଶୀତ ବସ୍ତ୍ର ଅସହାୟ ଦୁଃଖୀ ଦରିଦ୍ର ନାରାୟଣଙ୍କୁ ବଣ୍ଟନ କରାଯାଇଅଛି।ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ନିବାସ ଚନ୍ଦ୍ର ମିଶ୍ର, ସଭାନେତ୍ରୀ ମୀରା ବେଉରା, ସମ୍ପାଦିକା ଗୀତାଞ୍ଜଳୀ ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା କାକଳି ଘୋଷ,















