ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ଦଶପଲ୍ଲା ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ଦଶପଲ୍ଲା ବିଚାର ବିଭାଗ ଅଦାଲତ ପରିସରରେ ଡିସେମ୍ବର ୧୦ ତାରିଖ ବିଶ୍ଵ ମାନବିକ ଅଧିକାର ଦିବସ ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସଭାରେ ଆଲୋଚକ ଭାବରେ ବରିଷ୍ଠ ଆଇନଜୀବୀ ତଥା ଦଶପଲ୍ଲା ଓକିଲ ସଂଘର ସମ୍ପାଦକ ଶରତ ଚନ୍ଦ୍ର ବେହେରା,















