ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ମାନବିକତାର ଧର୍ମ ସେମାନ ପାଖରେ ବେଶ ମହଜୁଦ ଥିଲା l ସାଧାରଣ ଫୋଟୋ ଟିଏ ନୁହେଁ… ଏଇତ ନିରୁତା ମଣିଷ ପଣିଆ ଏମାନେ ଆଜି ଚାକିରିରୁ ଅବସର ଗ୍ରହଣ କଲେ l ହେଲେ ପୌର କର୍ତୃପକ୍ଷ ତଥା ପୌରାଧକ୍ଷା ନିରୁପମା ଖଟେଇ, ଇ.ଓ ସ୍ନେହଲତା ଆଚାର୍ଯ୍ୟ ସମସ୍ତ ପୌର କାଉଁଷିଲର, ପୌର ଯନ୍ତ୍ରୀ ଗଣ,















