ଜିଲ୍ଲାପରିଷଦ ସଭ୍ୟା ଯମୁନା ଦଳବେହେରା, ସଭ୍ୟ ଦଣ୍ଡପାଣି ବଡମୁଣ୍ଡି ପ୍ରମୁଖ ମଞ୍ଚାସୀନ ଥିଲେ । ୪ ଗୋଟି ପଞ୍ଚାୟତ ତଥା ଛେଳାଗଡ, ଛେଳିଗଡ, ମହେନ୍ଦ୍ରଗଡ ଓ ତାବରାଗୁଡା ଗ୍ରାମପଞ୍ଚାୟତରୁ ଆସିଥିବା ୧୧୦ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ।
ସେଥିରୁ ୭୦ଟି ବ୍ୟକ୍ତିଗତ ଏବଂ ୪୦ଟି ଗୋଷ୍ଠୀଗତ ଅଭିଯୋଗ ମଧ୍ୟରୁ ୫ଟି ବ୍ୟକ୍ତିଗତ ସମସ୍ୟାର ତ୍ବରିତ ସମାଧାନ ହୋଇଥିଲା । ସମସ୍ୟା ମଧ୍ୟରେ ରାସ୍ତା, ନେଟଓ୍ବାର୍କ ସେବା, ବିଦ୍ୟୁତ ଯୋଗାଣ ଓ ବାତ୍ୟା ମନ୍ଥାର କ୍ଷତିପୂରଣ ଦାବି ପରି ଅଭିଯୋଗ ଆସୁଥିବା ଜଣାପଡିଛି ।

© 2023 Odisha Taza News.