ଓଡ଼ିଶା ତାଜା ନ୍ୟୁଜ (୧୭ ସେପ୍ଟେମ୍ବର ଗୁରୁବାର) ନୟାଗଡ :- ନୟାଗଡର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ନିରାଡ଼ମ୍ବର ଭାବେ କୋଭିଡ ଆଇନ ଅନୁଯାୟୀ ପାଳିତ ହୋଇଯାଇଛି । ବିଶେଷ କରି ଆର.ଡବ୍ଲୁ.ଏସ.ଏସ, ଅର୍ବାନ ପି.ଏଚ.ଡି ଏବଂ ପି.ଡ଼ବ୍ଲୁ.ଡ଼ି ବିଭାଗର ଏହି ପୂଜା ସ୍ୱଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ କରୋନା ନିତି ନିୟମ ଅନୁସାରେ ହୋଇଥିବା ଦେଖିବାକୁ ମିଳିଛି । (ରିପୋର୍ଟ -ରାମକୃଷ୍ଣ ରଥ)