• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବ୍ୟାସ ମିଡିଆକପ କ୍ରିକେଟ ଟୁର୍ଣ୍ଣାଟ ଉଦ୍‌ଯାପିତ ଜିଲା ପ୍ରଶାସନକୁ ହରାଇ ଟାଟା ଷ୍ଟିଲ ଚମ୍ପିଆନ

Proprietor Abhimanyu Maharana by Proprietor Abhimanyu Maharana
November 17, 2025
in ଓଡ଼ିଶା, କଟକ, ଯାଜପୁର, ହୋମ୍
0
ବ୍ୟାସ ମିଡିଆକପ କ୍ରିକେଟ ଟୁର୍ଣ୍ଣାଟ ଉଦ୍‌ଯାପିତ ଜିଲା ପ୍ରଶାସନକୁ ହରାଇ ଟାଟା ଷ୍ଟିଲ ଚମ୍ପିଆନ
Share on FacebookShare on TwitterWhatsapp

କୋରାଇ  (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବ୍ୟାସନଗର ପ୍ରେସ ଫୋରମର ପକ୍ଷରୁ ଆୟୋଜିତ ୧୪ତମ ବ୍ୟାସ ମିଡିଆ କପ କ୍ରିକେଟ ଟୁର୍ଣ୍ଣାମଂଟ ୨୦୨୫ର ଫାଇନାଲ ଖେଳରେ ଟାଟା ଷ୍ଟିଲ କଳିଙ୍ଗନଗର ଜିଲ୍ଲା ପ୍ରଶାସନ ଯାଜପୁରକୁ ହରାଇ ଚଳିତ ବର୍ଷ ଚମ୍ପିଆନ ହୋଇଛି । ଆଜି ପୂର୍ବାହ୍ନରେ ପ୍ରଥମ ସେମି ଫାଇନାଲ ଖେଳ ଜିଲା ପ୍ରଶାସନ ଯାଜପୁର ଓ ଲୟର୍ସ ଫୋରମ କ୍ଳବ ବ୍ୟାସନଗର ମଧ୍ୟରେ ହୋଇଥିଲା । ଟସ୍ ଜିଣି ଲୟର୍ସ ଫୋରମ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୦ ଓଭର ମଧ୍ୟରେ ୭ ୱିକେଟ ହରାଇ ୯୨ରନ କରିଥିଲା ।ଜବାବରେ ଜିଲା ପ୍ରଶାସନ ୮ଓଭର ମଧ୍ୟରେ ୩ୱିକେଟ ହରାଇ ଆବାଶ୍ୟକ ରନ କରି ବିଜୟୀ ହୋଇଥିଲା । ଅପରାହ୍ନରେ ଫାଇନାଲ ଖେଳ ଟାଟାଷ୍ଟିଲ ଓ ଜିଲା ପ୍ରଶାସନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିଣି ଜିଲା ପ୍ରଶାସନ୍ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୨ର ମଧ୍ୟରେ ୫ୱିକେଟ ହରାଇ ୧୬୩ରନ ସଂଗ୍ରହକରି ଥିଲା ।

ଦଳପକ୍ଷରୁ ଶ୍ରୀକାନ୍ତ ସେଠୀ ସର୍ବାଧିକ ୨୨ବଲରେ ୬୬ରନ ସଂଗ୍ରହ କରିଥିଲା। ଜବାବରେ ଟାଟା ଷ୍ଟିଲ ୧୦.୪ ଓଭର ମଧ୍ୟରେ ୪ୱିକେଟ ହରାଇ ଆବଶ୍ୟକ ରନ ୧୬୪କରି ବିଜୟ ଲକ୍ଷ ହାସଲ କରିଥିଲା । ଦଳପକ୍ଷରୁ ରାଜେଶ ସିଏ ସର୍ବାଧ‌ିକ ୨୦ବଲରେ ୭୦ରନ କରି ଦଳକୁ ଚମ୍ପିଆନ କରିବାରେ ସହାୟକ ହୋଇଥିଲା ।

ଅନୁଷ୍ଠିତ ଖେଳକୁ ବରିଷ୍ଠ ଅମେୟାର କଳିଙ୍ଗ ପହି ଓ ଅସିମ ଦାଶ ପରିଚାଳନା କରିଥିଲା ବେଳେ ସ୍କୋରର ଭାବେ ପ୍ରଦୀପ କୁମାର ସାମଲ ଓ ଘୋଷକ ଭାବେ ଅଜୟ କୁମାର ସାହୁ, ଜ୍ଞାନରଞ୍ଜନ ଓଝା ପରିଚାଳନା କରିଥିଲେ । ଫାଇନାଲ ଖେଳର ପୁରସ୍କାର ବିତରଣ ତଥା ଉଦ୍‌ଯାପନୀ ସଭା ଫୋରମର ସଭାପତି ଡକ୍ଟର ଅଭୟ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ମୁଖ୍ୟଅତିଥି ଭାବେ କୋରାଇ ବିଧାୟକ ଆକାଶ ଦାସନାୟକ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥିଭାବେ ଟାଟାଷ୍ଟିଲ କଳିଙ୍ଗନଗରର କର୍ପୋରେଟ ଟେକନିକାଲ ହେଡ ସୁଭ୍ରାଂଶୁ ଶେଖର ପଣ୍ଡା, ଯୁବଉଦ୍ୟୋଗୀ ଆଲୋକ କୁମାର ମହାନ୍ତି, ଫୋରମର ମୁଖ୍ୟ ପରାମର୍ଶ ଦାତା ଉଦୟ ନାଥ ଖଣ୍ଡାଇ, ବରିଷ୍ଠ ସାମ୍ବାଦିକ ହର୍ଷବର୍ଦ୍ଧନ ବେହେରା, ମନୋଜ କୁମାର ରାଉଳ ପ୍ରମୁଖ ଯୋଗଦେଇ ବିଜୟୀ ଟାଟା ଷ୍ଟିଲ କଳିଙ୍ଗନଗରକୁ ୧୦ହଜାର ନଗଦ ଅର୍ଥ ରାଶି ସହ ଚମ୍ପିଆନ ଟ୍ରଫି ଓ ଉପବିଜେତା ଜିଲା ପ୍ରଶାସନ ଯାଜପୁରକୁ ୫ହଜାର ନଗଦ ଅର୍ଥ ରାଶି ସହ ରନର୍ସ କପ ପ୍ରଦାନ କରିଥିଲେ ।ଏଥି ସହିତ ବେଷ୍ଟ ବ୍ୟାସ ମ୍ୟାନ ଶ୍ରୀକାନ୍ତ ସେଠୀ( ଜିଲ୍ଲାପ୍ରଶାସନ), ବେଷ୍ଟ ବୋଲର ରାଜେଶ ସିଏ(ଟାଟା ଷ୍ଟିଲ), ବେଷ୍ଟ କ୍ୟାଚର ଯଶୋବନ୍ତ ମହାନ୍ତ( ଟାଟାଷ୍ଟିଲ) ଓ ମ୍ୟାନ ଅଫ ଦି ସରିଜ ଭାବେ ରୋଶନ ମଥୁ(ଟାଟାଷ୍ଟିଲ) ପ୍ରମୁଖ କୃତୀ ଖେଳାଳୀ ସହ ଅମେୟାର ଦ୍ଵୟଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଉପସଭାପତି ଦୟାନିଧି ନାୟକ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିଲା ବେଳେ ସଂପାଦକ ମଳୟ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଉପସଭାପତି ଜ୍ଞାନରଞ୍ଜନ ଓଝା, ସହସମ୍ପାଦକ ଆଶୁତୋଷ ମହାନ୍ତି, ପ୍ରମୋଦ କୁମାର ପାତ୍ର, କାର୍ଯ୍ୟାଳୟ ସଂପାଦକ ବାଇଧର ମାଝୀ, କୋଷାଧ୍ୟକ୍ଷ ଅଜୟ କୁମାର ସାହୁ, ବରିଷ୍ଠ ସଭ୍ୟ ଆଶୁତୋଷ ମିଶ୍ର, କୁଞ୍ଜବିହାରୀ ମହାନ୍ତି, ଅଶିତାନନ୍ଦ ବିଶ୍ବାଳ, ଜିତେନ୍ଦ୍ର ରାଉତ, ପ୍ରହଲ୍ଲାଦ ଦେଓ, ଚିତରଞ୍ଜନ ବୋଇତେଲ, ଦୀପକ ଦାସ, ମାନସ ଆଇଚ, ସୁଶାନ୍ତ ଭୂୟାଁ, ସଞ୍ଜୟ ସରକାର, ପ୍ରକାଶ କୁମାର ସାହୁ, ପ୍ରଶାନ୍ତ କୁମାର ଗେଡି, ସୌରଭ ଖୁଣ୍ଟିଆ ପ୍ରମୁଖ ଫୋରମର ସମସ୍ତ କର୍ମକର୍ତା ଓ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

March 6, 2026
ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

March 5, 2026
ପୁରୀରେ ସାଇବର ଠକେଇର ପର୍ଦାଫାଶ – ୩ ଅଭିଯୁକ୍ତ ଗିରଫ

ପୁରୀରେ ସାଇବର ଠକେଇର ପର୍ଦାଫାଶ – ୩ ଅଭିଯୁକ୍ତ ଗିରଫ

March 5, 2026
୫୪ତମ ଆଚାର୍ଯ୍ଯ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଊଦଘାଟିତ

୫୪ତମ ଆଚାର୍ଯ୍ଯ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଊଦଘାଟିତ

March 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

March 6, 2026
ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

March 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version