ପଡିଆ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡିଆ ବ୍ଲକ ସଦର ମହକୁମାରେ ଗୁରୁବାର ଦିନ ବିଜେଡି ଦଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ କରାଯାଇଛି। ଏହି ବୈଠକରେ ସରକାରଙ୍କ ବିଭିନ୍ନ ଯୋଜନାର ପ୍ରତିକୂଳ ରୂପ ସମେତ ଗ୍ରାମାଞ୍ଚଳର ବିକାଶ ପାଇଁ ପଞ୍ଚାୟତ ଓ ବ୍ଲକ ପକ୍ଷ୍ୟରୁ ନିର୍ମାଣାଧିନ କାର୍ଯ୍ୟରେ ବିଧାୟକଙ୍କ ସୁପାରିସ ସହ ଚାପ ପକାଉଥିବା ନେଇ ସଙ୍ଗୀନ ଖୁଲାସା କରାଯାଇଛି ।














