କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :-  ଛତିଆ ନିକଟ ଜରିପଡା, ଗୋବିନ୍ଦପୁର, ଅଞ୍ଚଳ ରସିକନଗର ଗ୍ରାମ ରେ ଶ୍ରୀ ଶ୍ରୀ ସତ୍ୟ ନାରାୟଣ ପାଲା ସଂସ୍କୃତି ବାହକ ଯୁବ ଗାୟକ ଓ କଳାକାର ମହାସଙ୍ଘ ଓଡିଶା ର ବନ୍ଧୁ ମିଳନ ତଥା ସମ୍ବିଳନୀ ଅନୁଷ୍ଠିତ ହୋଇଥିଲା ।

ସ୍ଥାୟୀ ସଭାପତି ଶ୍ରୀଯୁକ୍ତ ଦେବରାଜ ପଣ୍ଡା, ସଭାପତି ଶ୍ରୀଯୁକ୍ତ ଅଭିମନ୍ୟୁ ସାହୁ ସମ୍ପାଦକ ଶ୍ରୀଯୁକ୍ତ ସତ୍ୟବ୍ରତ କର ଉପ ସଭାପତି ସୁଶୀଲ ମହାରଣା ସହ ସମ୍ପାଦକ ଜଗନ୍ନାଥ ମହାନ୍ତ କୋଷାଧକ୍ଷ ରଞ୍ଜନ କୁମାର ସାମଲ ସଂଗଠନ ସମ୍ପାଦକ ଅଜୟ ଜେନା ସଂଯୋଜକ ଭବାନୀ ଜେନା,ସମେତ ସଂଘ ର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ।

ଦୁଇ ଦିନ ଧରି କାର୍ଯ୍ୟକ୍ରମ ରେ 8 ଜଣ ଗାୟକ ପାଲା ପାଲା ପରିବେଷଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ରାଜ୍ୟ ପାଲା ସଂଘ ର ଅଭିବକ୍ତ କଟକ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ ଆଚାର୍ଯ୍ୟ, ଅର୍ଥ ସମ୍ପାଦକ ସନ୍ତୋଷ ପଟନାୟକ, ଉପଦେଷ୍ଟା ବସନ୍ତ ସ୍ୱାଇଁ, ତୁଳସୀ ରାମ ଜଗତ, ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ l