No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନଭେମ୍ବର ୨୭ ତାରିଖରେ ବିଧାନସଭା ଶୀତକାଳୀନ ଅଧିବଶନ ଆରମ୍ଭ ହୋଇପାରୋ ଅତିରିକ୍ତ ବଜେଟ ଉପସ୍ଥାପିତ ହେବା ସମ୍ଭାବନା ରହିଛି । ନୂଆପଡା ଉପନିର୍ବାଚନ ଫଳାଫଳ ଆସିବା ପରେ ବିଧାନସଭା ବସିପାରୋ ବିଭିନ୍ନ ପ୍ରସଙ୍ଗକୁ ନେଇ ବେଶ ସରଗରମ ହୋଇପାରେ ବିଧାନସଭା ଅଧିବେଶନ ।
ତେବେ ବିଧାନସଭା ଶୀତ ଅଧିବେଶନକୁ ଆସିପାରନ୍ତି ରାଷ୍ଟ୍ରପତି । ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା’ । ପୂରା କାର୍ଯ୍ୟକ୍ରମ ଆସିନାହିଁ, ଆସିବାର ସମ୍ଭାବନା ରହିଛି ।

No Result
View All Result