ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଭୁବନେଶ୍ୱର ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସ୍ରୃଜନୀ ଓ ରାଜ୍ୟ ସଂସ୍କୃତି ଓ ଭାଷା ସାହିତ୍ୟ ବିଭାଗ ର ମିଳିତ ଆନୁକୁଲ୍ୟରେ ଚାଲିଥିବା ଚାରିଦିନ ବ୍ୟାପି ଶିଶୁ ନାଟକ ମହୋତ୍ସବରେ ଚିଲିକା ବ୍ଲକ ଅନ୍ତର୍ଗତ ମଠପୁର ର ନାଟ୍ୟାନୁଷ୍ଠାନ ପଲ୍ଲବୀ ନାଟ୍ୟ କଳା ପରିଷଦ ର ଶିଶୁ କଳାକାର ମାନଙ୍କ ଦ୍ବାରା ଅଭିନୀତ ନାଟକ ତୁ ମୋ ଆଖିର ତାରା ଭଞ୍ଜ କଳା ମଣ୍ଡପ ଅଡିଟୋରିୟମରେ ଉଦ୍ ଘାଟନ ଦିବସ ର ପ୍ରଥମ ସନ୍ଧ୍ୟା ରେ ଭରପୁର ଦର୍ଶକ ଙ୍କ ଗହଣରେ ମଞ୍ଚସ୍ଥ ହୋଇ ଯାଇଛି।















