• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସମାଜରୁ କୁସଂସ୍କାର ଓ ଭେଦଭାବ ଦୂର କରିବା ଥିଲା ବଳରାମ ଦାସ ଙ୍କର ମୂଳ ଲକ୍ଷ

Proprietor Abhimanyu Maharana by Proprietor Abhimanyu Maharana
November 7, 2025
in ଓଡ଼ିଶା, ପୁରୀ, ହୋମ୍
0
ସମାଜରୁ କୁସଂସ୍କାର ଓ ଭେଦଭାବ ଦୂର କରିବା ଥିଲା ବଳରାମ ଦାସ ଙ୍କର ମୂଳ ଲକ୍ଷ
Share on FacebookShare on TwitterWhatsapp

ଗୋପ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଳରାମ ଦାସ ପୀଠ ରେ ମାର୍ଗଶିର ମାସ ପ୍ରଥମ ଗୁରୁବାର ରେ ସାଧୁସନ୍ଥଙ୍କ ସମାଗମ l ଲଷ୍ମୀ ପୁରାଣ ରଚୟିତା ଭକ୍ତ କବି ବଳରାମ ଦାସ ପୀଠରେ ଲଷ୍ମୀ ପୁରାଣ ଆରମ୍ଭ । ଷୋଡ଼ଶ ଶତାବ୍ଦୀ ସମୟର ଭକ୍ତି ଆନ୍ଦୋଳନର ସ୍ରଷ୍ଟା ପଞ୍ଚସଖା ମଧ୍ଯରୁ ବୟଜ୍ୟୋଷ୍ଠ ଥିଲେ ଭକ୍ତ କବି ବଳରା ଦାସ l ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଏରବଙ୍ଗ ଗ୍ରାମରେ 1472 ଖ୍ରୀଷ୍ଟାବ୍ଦ ତାଙ୍କର ଆବିର୍ଭାବ ହୋଇଥିଲା 1552 ରେ ତିରୋଧାନ ହୋଇଥିଲା l ସମସ୍ତ ଜଗନ୍ନାଥ ପ୍ରେମୀ ସନାତନୀ ଓଡ଼ିଆ ତଥା ଜନସମାଜକୁ ଦିଗ ଦର୍ଶନ ଦେଇଯାଇଛନ୍ତି ।

ତାଙ୍କୁ ସମଗ୍ର ମାନବ ସମାଜରେ ଉଦ୍‌ଜୀବିତ କରି ରଖୁବା ସଂଗେ ସଂଗେ ମଣିଷ ସମାଜ ମଧ୍ୟରେ ବଳରାମ ଦାସଙ୍କୁ କୀର୍ତ୍ତିକୁ ପ୍ରତିଷ୍ଠିତ କରିବା ପାଇଁ ୧୯୯୨ ମସିହାରୁ ବଳରାମ ଦାସ ସ୍ମୃତି ସଂସଦ ଅହରହ କାର୍ଯ୍ୟ କରି ଆସୁଅଛି । ମୁଖ୍ୟତଃ ଅନୁଷ୍ଠାନର ପ୍ରଥମ ସଭାପତି ସ୍ୱର୍ଗତ ହଟକିଶୋର ସ୍ୱାଇଁଙ୍କର ନିଷ୍ଠାପର ପ୍ରଚେଷ୍ଟା ଯୋଗୁଁ ଦୀର୍ଘ ୩୩ ବର୍ଷଧରି ବିଭିର୍ନ୍ନ କାର୍ଯ୍ୟକ୍ରମ ସୁଚାରୁରୂପେ ପାଳିତ ହୋଇ ଆସୁଅଛି । ବଳରାମ ରାମ ଦାସଙ୍କ ଦ୍ଵାରା ରଚିତ ଅନେକ ଗ୍ରନ୍ଥ କବିତା କାବ୍ୟ ମଧ୍ୟରୁ ଅନ୍ୟତମ ହେଲା ଦାଣ୍ଡି ରାମାୟଣ ଓ ଲକ୍ଷ୍ମୀପୁରାଣ ସମଗ୍ର ପୃଥିବୀ ରେ ବସବାସ କରୁଥିବା ଓଡ଼ିଆଙ୍କ ଘରେ ଏକ ପର୍ବ ନୁହେଁ ବରଂ ମହୋତ୍ସବରେ ପରିଣତ ହୋଇପାରିଛି l

କେବଳ ଓଡିଶା କିମ୍ବା ଭାରତ ନୁହେଁ ସମଗ୍ର ପୃଥିବୀର କୋଣ ଅନୁକୋଣରେ ପ୍ରତ୍ୟେକ ଜଗନ୍ନାଥ ପ୍ରେମୀମାନେ ମାର୍ଗଶୀର ମାସ ଗୁରୁବାର ରେ ମାଣବସା ପର୍ବ ପାଳନ କରୁଅଛନ୍ତି । ବଳରାମ ଦାସ ଲଷ୍ମୀପୁରାଣ ମାଧମରେ ସମାଜରୁ କୁସଂସ୍କାର ତଥା ଜାତିଭେଦକୁ କିପରି ବିଲୋପ କରିବା ପାଇଁ ଏକ ସଚେତନତାର ବାର୍ତା ଦେଇଯାଇଛନ୍ତି l ଏଥିପାଇଁ କୋଣର୍କଠାରେ ଥୁବା ଅବଧୂତ ମଠର ମହନ୍ତ ବାବା ଆଦିତ୍ୟ ଚରଣ ଦାସ ମହାରାଜାଙ୍କ ପ୍ରୟାସ ଯୋଗୁଁ ପଞ୍ଚସଖା ଭକ୍ତ ବଳରାମ ଦାସ ସ୍ମୃତି ସଂସଦ ସହଯୋଗରେ ମାର୍ଗଶୀର ମାସ ପ୍ରଥମ ଗୁରୁବାରରେ ମାଣବସା ମହୋତ୍ସବ ପାଳନ କରାଯାଉଅଛି l

2014 ମସିହା ଠାରୁ ପ୍ରତ୍ୟେକ ବର୍ଷ ଶତାଧିକ ସାଧୁସନ୍ଥମାନଙ୍କ ଉପସ୍ଥିତିରେ ବଳରାମ ଦାସଙ୍କ ଜୀବନୀ, ସାହିତ୍ୟ ଓ ଭକ୍ତ ଭାବନା ଉପରେ ମନ୍ଦିର ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ ପ୍ରଥମ ଗୁରୁବାର ଦିନ ଲଷ୍ମୀପୂରାଣ ପାଠ କରାଯାଏ l ମନ୍ଦିର ପରିସରରେ ଥିବା ବଳରାମ ଦାସଙ୍କ ପ୍ରତିମୂର୍ତ୍ତିକୁ ସମ୍ମାନ ସହକାରେ ପଞ୍ଚାମୃତ ଦ୍ଵାରା ସ୍ନାନ କରିବାପରେ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା l ଓଡିଶାର ବିଭିର୍ନ୍ନ କୋଣ ଅନୁକୋଣରୁ ଆସିଥିବା ସାଧୂସନ୍ତ ଓ ବିଭିର୍ନ୍ନ ଅନୁଷ୍ଠାନ ପକ୍ଷରୁ ଆସିଥିବା ଭଜନ କୀର୍ତନ ଓ ନାମ ସଙ୍କୀର୍ତ୍ତନ ମଣ୍ଡଳୀଙ୍କ ଦ୍ଵାରା ପରିକ୍ରମା କରାଯାଇଥିଲା , ଜନ୍ମପୀଠ ଗୁପ୍ତକ୍ଷେତ୍ର ଏରବଙ୍ଗଠାରେ l

ଏହି ଅଞ୍ଚଳରେ ବହୁ ଭକ୍ତ ପ୍ରେମୀମାନେ ଯୋଗ ଦେଇ ଭକ୍ତି ରସରେ ନିଜକୁ ଭିଜାଇଥାନ୍ତି l ଠିକ ସେହିପରି ବଳରାମ ଦାସଙ୍କ ଜନ୍ମ ଦିନ ପହିଲି ରଜରେ ହୋଇଥିବାରୁ ପ୍ରତ୍ୟେକ ବର୍ଷ ତାଙ୍କର ଜୟନ୍ତୀ ସମାଧି ପୀଠ ବେଗୁନିଆ ଠାରେ ଥିବା ବଳରାମ ଦାସ ସ୍ମୃତି ସଂସଦ ଦ୍ଵାରା ପାଳନ କରାଯାଏ l ବାଲୁକା କଳାର ପ୍ରଥମ ସ୍ରଷ୍ଟା ହେଉଛନ୍ତି ଭକ୍ତ କବି ବଳରାମ ଦାସ l ଓଡ଼ିଆ କଳା ସଂସ୍କୃତି ପରମ୍ପରା ଆଦି ସଂସ୍କାର କ୍ରମଶଃ ବିଲୁପ୍ତ ହେଉଥିବାରୁ କୋଣାର୍କ ଠାରେ ଥିବା ଅବଧୂତ ମଠର ମହନ୍ତ ବାବା ଆଦିତ୍ୟ ଚରଣ ଦାସ ମହାରାଜା ଓ ପଞ୍ଚସଖା ବଳରାମ ଦାସ ସ୍ମୃତି ସଂସଦର ମିଳିତ ସହଯୋଗରେ ଏହା ପାଳିତ ହୋଇଆସୁଅଛି l

ଉକ୍ତ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ଓଡିଶା ସାଧୂସନ୍ଥ ସମାଜର ସମ୍ପାଦକ ଗିରିଜା ନନ୍ଦନ ମହାରାଜ l ପଞ୍ଚସଖା ବଳରାମ ଦାସ ସ୍ମୃତି ସଂସଦର ସଭାପତି ପ୍ରଦୀପ୍ତ କୁମାର ମହାନ୍ତି ଓ ସମ୍ପାଦକ ନରେଶ ଚନ୍ଦ୍ର ପ୍ରଧାନ ଏବଂ ବଳରାମ ଦାସ ତଥା ଜଗନ୍ନାଥ ସଂସ୍କୃତି ର ଗବେଷକ ଗୋପୀନାଥ ମୁଦୁଲି ପ୍ରମୁଖ ବରିଷ୍ଟ କବି ଗଣେଶ ପ୍ରଭୁତି ବ୍ୟକ୍ତି ବିଶେଷମାନେ ଅଂଶଗ୍ରହଣ କରିଥିଲେ l ଏରବଙ୍ଗ ପଞ୍ଚାୟତର ସରପଞ୍ଚ ରଶ୍ମିରେଖା ଦାସ, ଭାଗିରଥି, ଚନ୍ଦ୍ରକାନ୍ତ, କହେଁଇ, ପ୍ରଭୁତି ବ୍ୟକ୍ତି ବିଶେଷଙ୍କ ଦ୍ଵାରା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

May 2, 2026
ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

May 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version