ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପବିତ୍ର ରାସ ପୂର୍ଣ୍ଣିମା ଅବସରରେ ବୁଧବାର ଉକୁନ୍ଦରା ପଞ୍ଚାୟତ ର ରଘୁନାଥପୁର ଯୁବଯାଦବ ସଂଘ ପକ୍ଷରୁ ସ୍ଥାନୀୟ ଧବଳେଶ୍ୱର ମହାଦେବ ଙ୍କ ମନ୍ଦିର ପ୍ରାଙ୍ଗଣରେ ପଞ୍ଚାଦିନ ବ୍ୟାପି ରାସ ପରିବେଷଣ ଓ ପୂର୍ଣମୀ ଦିନ ଗଜ ଓ ତରଣ ଭୋଗ ଲାଗି ହୋଇଥିଲା l ତତ ସହିତ ଠାକୁର ଙ୍କ ନିକଟରେ ଡ଼ଙ୍ଗା ଭସା ଯାଇଥିଲା l

ଏହି ଉପଲକ୍ଷେ କଟକ ର ଶରଧା ବାଲି ଭଜନ ସନ୍ଧ୍ୟା ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା l ଏହାକୁ ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ର ଶେଖର ଦାଶ ଉଦ୍ଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଯୁବଯାଦବ ସଂଘର ମୁଖ୍ୟ ଆଡ଼ଭୋକେଟ ରଶ୍ମି କାନ୍ତ ବେହେରା, ଇନ୍ଦ୍ରମଣି ବେହେରା,















