ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଆଙ୍କୁଲପାଟଣା ସାହିରେ ମହିଳା ବିକାଶ ସମିତି ପକ୍ଷରୁ ପ୍ରତିଭା ସେବା ସମ୍ମାନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।
ରାଜସୁନାଖଳା ଫାଣ୍ଡି ପୋଲିସର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ରବିବାର ଦିନ ୧୨ଟା ସମୟରେ ଏହି ଅନୁଷ୍ଠିତ ହୋଇଥିଲା । ଏବେ ଶୀତର ପ୍ରକୋପ ଧୀରେ ଧୀରେ ବଢୁ ଥିବାରୁ ଗରିବ ଲୋକେ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।








ସତ୍ୟନାରାୟଣ ମହାପାତ୍ର, ଦାଶରଥି ମହାପାତ୍ର , ରାଜସୁନାଖଳା ପଞ୍ଚାୟତର ସରପଞ୍ଚ , ସମିତିସଭ୍ୟ ଓ ବ୍ୟଙ୍ଗ କବି ବ୍ରଜ ସୁବୁଦ୍ଧି ଯୋଗଦେଇଥିଲେ । ବିଶିଷ୍ଠ ଅତିଥି ଭାବରେ ଲିଙ୍ଗରାଜ ପ୍ରଧାନ, ପ୍ରଫୁଲ୍ଲ ନାୟକ, 
















