• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ହାଇକୋର୍ଟ ଆଇନ୍‌ଜୀବୀଙ୍କୁ ଉପଜିଲ୍ଲାପାଳଙ୍କ ଦୁର୍ବ୍ଯବହାର ଅଭିଯୋଗ କାର୍ଯ୍ୟାନୁଷ୍ଠାନ ନେବାରେ ଜିଲ୍ଲାପାଳଙ୍କ ପଛଘୁଞ୍ଚା କାହିଁକି ?

Proprietor Abhimanyu Maharana by Proprietor Abhimanyu Maharana
October 27, 2025
in ଓଡ଼ିଶା, କେନ୍ଦ୍ରାପଡା, ହୋମ୍
0
ହାଇକୋର୍ଟ ଆଇନ୍‌ଜୀବୀଙ୍କୁ ଉପଜିଲ୍ଲାପାଳଙ୍କ ଦୁର୍ବ୍ଯବହାର ଅଭିଯୋଗ କାର୍ଯ୍ୟାନୁଷ୍ଠାନ ନେବାରେ ଜିଲ୍ଲାପାଳଙ୍କ ପଛଘୁଞ୍ଚା କାହିଁକି ?
Share on FacebookShare on TwitterWhatsapp

କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ଚର୍ଚାରେ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ନିଜ କାର୍ଯ୍ୟାଳୟର କର୍ମଚାରୀ ଏବଂ ସର୍ବୋପରି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଜଣେ ଆଇନଜୀବୀଙ୍କୁ ନିଜ ଚାମ୍ବର ଭିତରେ ଦୁବ୍ୟବହାର କରିଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି। ଲୋକଙ୍କୁ ଦୁବ୍ୟବହାର କରୁଛନ୍ତି ଉପଜିଲ୍ଲାପାଳ ଅରୁଣ କୁମାର ନାୟକ । ଓଡ଼ିଶା ହାଇକୋର୍ଟର ଆଇନଜୀବୀ ଲଳିତମାଧବ ଦତ୍ତ। ଘଟଣାନୁଯାୟୀ ଆଇନଜୀବ ଜୀବୀ ଲଳିତମାଧବ ଦତ୍ତ ଏକ ପିଟିସନ୍ ଅଗଷ୍ଟ ୨୧ରେ ଉପ‌ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନ୍‌ଲାଇନ୍ ମାଧ୍ଯମରେ ଦାଖଲ କରିଥିଲେ।କେନ୍ଦ୍ରାପଡା ତହସିଲ ଶ୍ୟାମଗୁଡିଆ ମୌଜା ଖାତା ନଂ ୨୪୪୧/୨୩୧୮, ପ୍ଲଟ ନଂ -୧୦୨୧/୮୩୪୯ ୧ ଏକର ୨୪ ଡିସିମିଲ୍ ଜମିରୁ ୨୪ ଡିସିମିଲ୍ ଜମିରେ ଘରବାରିରେ କନ୍‌ଭରସନ୍ ହୋଇସାରିଥିବାବେଳେ ଅବଶିଷ୍ଟ ୧ ଏକକରୁ କନ୍‌ଭରସନ୍ ନିମନ୍ତେ ଦରଖାସ୍ତ କରିଥିଲେ । ସରକାରୀ ନିୟମାନୁଯାୟୀ ଅନ୍‌ଲାଇନ୍ ଦରଖାସ୍ତର ୬୦ ଦିନ ଭିତରେ ଏହି ମାମଲାର ଫଇସଲା ହେବାର ନିୟମ ଥିବାବେଳେ ୩ ମାସ ପରେ ଏହାର ଫଇସଲା ନ ହେବାରୁ ଆଇନଜୀବୀ ଉପଜିଲ୍ଲାପାଳଙ୍କୁ ଚଳିତ ମାସ ୧୦ରେ ଭେଟିଥିଲେ। ପରେ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଆଇନଜୀବୀ ଶ୍ରୀ ଦତ୍ତ ୧୬ରେ ଜିଲ୍ଲାପାଳଙ୍କୁ ଭେଟି ଏ ବିଷୟରେ ଅବଗତ କରାଇଥିଲେ।

ପୁନର୍ବାର ଆଇନଜୀବୀ ଶ୍ରୀ ଦଇ ୧୯ରେ ଉପଜିଲ୍ଲାପାଳଙ୍କ ଚାମ୍ବରକୁ ଯାଇ ମାମଲା ବିଷୟରେ ପଚାରନ୍ତେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ନାୟକ ଉତ୍‌କ୍ଷିପ୍ତ ହୋଇ ଆଇନଜୀବୀଙ୍କୁ ଖରାପ ବ୍ୟବହାର କରି ଚାମ୍ବରରୁ ବାହାରକୁ ଯିବାକୁ କହିଥିଲେ। ଉପଜିଲ୍ଲାପାଳଙ୍କ ଏପରି ଅସୌଜନ୍ୟ ବ୍ୟବହାରକୁ ନେଇ ଆଇନଜୀବୀ ଶ୍ରୀ ଦତ୍ତ ହାଇକୋର୍ଟ ବାର ଆସୋସିଏସନ୍ ଏବଂ କେନ୍ଦ୍ରାପଡା ବାର୍ ଆସୋସିଏସନ୍‌କୁ ଏ ବିଷୟରେ ଅବଗତ କରିବା ସହିତ ଆଳି ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏକ କନଭରସନ ଓ ଏଲିଆର କେଶ ନଂ-୮୪୦୯/୨୦୨୫ ସମ୍ପର୍କରେ ବୁଝିବାକୁ ଉପଜିଲ୍ଲାପାଳଙ୍କ ନିକଟକୁ ଯାଇଥିବା ବେଳେ ହଠାତ ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ତାଙ୍କୁ କାହିଁକି ମୋ ଚାମ୍ବରକୁ ଆସିଲ ବୋଲି କହି ଦୁର୍ବ୍ଯବହାର କରିଥିଲେ ।

ସୂଚନାଯୋଗ୍ୟ, ଗତ ୩ ଦିନ ତଳେ ଜଣେ ଭିନ୍ନକ୍ଷମ ଯୁବକଙ୍କୁ ଦୁବ୍ୟବହାର କରିଥିବାବେଳେ ଗଜଲକ୍ଷ୍ମୀ ପୂଜା ଶକ୍ତି କମିଟି ବୈଠକରେ ଜଣେ ସାମ୍ବାଦିକଙ୍କୁ ତୁ ତା କରି ଦୁବ୍ୟବହାର କରିଥିଲେ। ଏହାକୁ ନେଇ ଜିଲ୍ଲାପାଳ କ୍ଷୁବ୍ଧ ହୋଇଥିଲେ । କାରଣ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମ୍ମୁଖରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଉପଜିଲ୍ଲାପାଳ ଅସୌଜନ୍ୟ ବ୍ୟବ‌ହାର କରିଥିଲେ । ଏହାଦ୍ବାରା ସାମ୍ବାଦିକମାନେ ଉପଜିଲ୍ଲାପାଳଙ୍କୁ ଘେରିଥିଲେ। ଉପଜିଲ୍ଲାପାଳଙ୍କ ବିରୋଧରେ ତଦନ୍ତ ହେବ ବୋଲି ଜିଲ୍ଲାପାଳ ରଘୁରାମ ଆର ଆୟାର କହିଥିଲେ । ଏବେ ପୁଣି ଜଣେ ହାଇକୋର୍ଟର ଆଇନଜୀବୀଙ୍କୁ ଉପଜିଲ୍ଲାପାଳ ଦୁବ୍ୟବହାର ବୁଦ୍ଧିଜୀବୀମାନଙ୍କୁ ଆନ୍ଦୋଳିତ କରିଛି । ଏତେ ଅଭିଯୋଗ ପାଇଲା ପରେ ମଧ୍ଯ ଜିଲ୍ଲାପାଳ ଉପଜିଲ୍ଲାପାଳଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଭିତରେ କ’ଣ ରହସ୍ୟ ରହିଛି ବୋଲି ସଚେତନ ନାଗରିକ ମହଲରେ ଆଲୋଚନା ହେଉଛି !

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

March 6, 2026
ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

March 5, 2026
ପୁରୀରେ ସାଇବର ଠକେଇର ପର୍ଦାଫାଶ – ୩ ଅଭିଯୁକ୍ତ ଗିରଫ

ପୁରୀରେ ସାଇବର ଠକେଇର ପର୍ଦାଫାଶ – ୩ ଅଭିଯୁକ୍ତ ଗିରଫ

March 5, 2026
୫୪ତମ ଆଚାର୍ଯ୍ଯ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଊଦଘାଟିତ

୫୪ତମ ଆଚାର୍ଯ୍ଯ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଊଦଘାଟିତ

March 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

March 6, 2026
ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

March 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version