ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପବିତ୍ର ଆଲୋକର ପର୍ବ ଦୀପାବଳିକୁ ଇଣ୍ଡିଆ-ଜାପାନ ଫ୍ରେଣ୍ଡସିପ୍ ସେଣ୍ଟର ପରିସରରେ ସୋମବାର ସନ୍ଧ୍ୟାରେ ଧୁମ୍ଧାମରେ ପାଳିଛନ୍ତି ଜାପାନୀ ପର୍ଯ୍ୟଟକ । ଓଡ଼ିଶାର ଘରେ ଘରେ ଦୀପ ଜଳିବା ସହିତ ଯେଭଳି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କାଉଁରିଆରେ ବଡ଼ବଡ଼ିଆ ଡକାଯାଇଥାଏ । ସେହିଭଳି ଜାପାନରେ ତାହାକୁ ଓବମ୍ ବୋଲି କୁହାଯାଇଥାଏ ।















