ଜଗତସିଂହପୁର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ବିରିଡି ବ୍ଲକ ଅଞ୍ଚଳରେ ପବିତ୍ର ଶ୍ୟାମା କାଳୀ ପୂଜା ଓ ଆଲୋକର ପର୍ବ ଦୀପାବଳୀ ସୋମବାର ପାଳିତ ହୋଇଯାଇଛି l ବିଶେଷ କରି ବୈଶିମୌଜା କମଳପୁର, ମଙ୍ଗୁଲି ମଧୁବାବାଙ୍କ ମଠ, ନୂଆପାରୀ ଓ ସାଡେଇଶାସନ ଲଷ୍ମୀନାରାୟଣ ମନ୍ଦିର ପ୍ରାଙ୍ଗଣରେ ଏକ ଆଧ୍ୟାତମିକ ପସରିବେଶରେ ଅନୁଷ୍ଠିତ ହୋଇଯାଇଛି l















