No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲାରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ଗଣଦୁଷ୍କର୍ମ ପ୍ରତିବାଦରେ ବଡଦାଣ୍ଡ ଜଗନ୍ନାଥ ବଲ୍ଲଭ ସମ୍ମୁଖରେ ସଙ୍ଗଶ୍ରୀ ଫାଉଣ୍ଡେସନ ପକ୍ଷରୁ ଦୀପଦାନ କରାଯାଇଛି । ଛାତ୍ରୀ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆଶୁ ଆରୋଗ୍ଯ କାମନା କରିଛନ୍ତି ।
ନାରୀ ସୁରକ୍ଷା ପାଇଁ ଅନୁଷ୍ଠାନ ସ୍ବର ଉତ୍ତୋଳନ କରିଛି । ଅନୁଷ୍ଠାନର ନିର୍ଦ୍ଦେଶିକା ଅରୁଣିମା ନନ୍ଦ,ସମ୍ପାଦିକା ପଦ୍ମିନୀ ବେହେରା,ତୁଳସୀ ପ୍ରଧାନ,ସମିଁନା ସ୍ୱାଇଁ , ସଂଘମିତ୍ରା , ଲିଳିତା , ମମତା ଓ ସଦସ୍ଯା ମାନେ ଉପସ୍ଥିତ ଥିଲେ ।

No Result
View All Result