ଓଡ଼ିଶା ତାଜା ନ୍ୟୁଜ (୧୩ ସେପ୍ଟେମ୍ବର ରବିବାର) କଟକ : – ଅଢେଇ ଲକ୍ଷ ଟଙ୍କା ରୁ ଅଧିକ ମୁଲ୍ୟାର ମଦ ସହ ମଦ ମାଫିଆ ସଂଗ୍ରାମ ସେଠୀ ଙ୍କୁ ଗିରଫ କଲା ଚାଉଳିଆଗଞ ପୋଲିସ ବିଦ୍ୟାଧର ପୁରୁ ରିଲାସ୍ ପେଟ୍ରୋଲ ପମ୍ପ ସାମ୍ନାରୁ ବାବୁ ସେଠି କୁ ଶହେ 46 ପେଟି କାଟୁନ୍ ଆସିକା ଫଟି ମଦ ଶହ ଚାଉଳିଆଗଞ ଥାନା ଆଇଆଇସି ତାପସ୍ ପଧାନ ଏବଂ ଥାନା ସହକମି ଙ୍କ ସହଯୋଗ ରେ ଆଗରୁ ଏ ମଦ କାରବାର କରୁଥିବା ଘର ସିଲ୍ କରିଦିଆ ଜାଇଥିଲା ଏବେ ନୁଆ ରେ କାରବାର ପୁଣି ଆରମ୍ଭ କରୁଥିଲା ସଂଗ୍ରାମ ସେଠୀ ଓରଫ ବାବୁ । (କଟକ ଟାଉନ ରିପୋଟର୍ /ରଶ୍ମିତା ମହାପାତ୍ର)













