ଓଡ଼ିଶା ତାଜା ନ୍ୟୁଜ (୧୩ ସେପ୍ଟେମ୍ବର ରବିବାର) କଟକ : – ସତୀଚଉରା ସ୍ମଶାନରେ କୋଭିଡ୍ ରୋଗୀଙ୍କ ଶବଦାହକୁ ବିରୋଧ ! କରୋନାରେ ମୃତ୍ୟବରଣ କରିଥିବା ପ୍ରତ୍ୟକ ବ୍ୟକ୍ତି ଓ ତାଙ୍କ ପରିବାର ବର୍ଗଙ୍କ ପ୍ରତି ଆମର ଯଥେଷ୍ଟ ସମ୍ମାନ ରହିଛି କିନ୍ତୁ ସତୀଚୌରା ଶ୍ମଶାନରେ କୋଭିଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବଦାହ କରେଇ ଜିଲ୍ଲା ପ୍ରଶାସନ ଓ ସିଏମସି କର୍ତ୍ତୃପକ୍ଷ ମର୍କତନଗର ଓ ଏହାର ଆଖପାଖ ଅଞ୍ଚଳରେ ରହୁଥିବା ବ୍ୟକ୍ତିଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି । ଏହାକୁ ବିରୋଧ କରି ଓଡିଶା ଯୁବ ସ୍ୱାଭିମାନ ମଞ୍ଚ ତରଫରୁ ସତୀଚୌରା ଛକଠାରେ ଅନଶନ ଆରମ୍ଭ କରାଗଲା । (କଟକ ଟାଉନ ରିପୋଟର୍ /ରଶ୍ମିତା ମହାପାତ୍ର)