• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

୨୪ ଘଣ୍ଟା ଭିତରେ ; ଚାନ୍ଦପୁରରେ ନୂତନ କାର୍ଯ୍ୟଭାର ଆରମ୍ଭ କରି ଗାଡି ଚୋର ଙ୍କୁ କଲେ ଗିରଫ – ରଶ୍ମିରଞ୍ଜନ

Proprietor Abhimanyu Maharana by Proprietor Abhimanyu Maharana
September 13, 2020
in Uncategorized, ଅପରାଧ, ଓଡ଼ିଶା, ଦେଶ, ନୟାଗଡ଼ ନିଉଜ୍, ହୋମ୍
0
୨୪ ଘଣ୍ଟା ଭିତରେ ; ଚାନ୍ଦପୁରରେ ନୂତନ କାର୍ଯ୍ୟଭାର ଆରମ୍ଭ କରି ଗାଡି ଚୋର ଙ୍କୁ କଲେ ଗିରଫ – ରଶ୍ମିରଞ୍ଜନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୩ ସେପ୍ଟେମ୍ବର ରବିବାର) ଚାନ୍ଦପୁର : – ରଣପୁର ରୁ ଯେଭଳି ଭାବେ ସମସ୍ତ ଅସାମାଜିକ , ନିଶା ରତ ବ୍ୟକ୍ତି ଓ ଅନ୍ୟାନ୍ୟ ଦୁର୍ଦାନ୍ତ ଙ୍କୁ ଧରିବାରେ ସଫଳତା ହାସଲ କରିଥିଲେ । ସେହିଭଳି ଚାନ୍ଦପୁର ଥାନାରେ ରଣପୁର ଆଇଆଇସି ରଶ୍ମି ରଞ୍ଜନ ଦାସ୍ କାର୍ଯ୍ୟଭାର ଆରମ୍ଭ କରିବାର ବହୁ କମ୍ ଦିନ ମଧ୍ୟରେ କୁଖ୍ୟାତ ଗାଡି ଚୋର ଙ୍କୁ ଗିରଫ କରିଛନ୍ତି । ଗତ ୧୦/୦୯/୨୦୨୦ ରିଖ ରେ ଚୋରି ହୋଇଥିବା ଏକ ବୋଲେରୋ ପିକ୍ଅପ୍ ଭ୍ୟାନ୍ ଚୋରୀ କରିଥିବା ଚୋର ଙ୍କୁ ଗିରଫ କରିଛି ପୋଲିସ । ଚୋରି ହେବା ବୋଲେରୋ ର ୨୪ ଘଣ୍ଟା ଭିତରେ ଷ୍ଟ୍ରେସ୍ କରି ଗାଡି ଚୋର ଙ୍କୁ ମୋହନଗୁରୁ ଜଙ୍ଗଲ ଭିତରୁ ୪ ଜଣ ଙ୍କୁ ଗିରଫ କରାଯାଇଛି ।

ଗତ ବର୍ଷ ଆଇ ଆଇସି ରଶ୍ମି ରଞ୍ଜନ ଦାଶ ରଣପୁର ରେ ଥିବା ବେଳେ ଧରା ହୋଇଥିବା ଜଗନ୍ନାଥ ମହାରଣା ର ଭାଇ ଦିନବନ୍ଧୁ ମହାରଣା ର ଅପରାଧୀ ଗ୍ୟାଂଗ୍ କୁ ସଫା କରିଦେଇଥିଲା ପୋଲିସ । ଗତ ବର୍ଷ ର ସୂଚନାନୁସାରେ ଦୁଇ ଭାଇଙ୍କୁ ପୋଲିସ ଧରିବାକୁ ଗୋଡେଇ ଥିବା ବେଳେ ଦିନବନ୍ଧୁ କୁ ପୋଲିସ କାବୁ କରି ନେଇଥିଲା ଓ ଜଗବନ୍ଧୁ ପୋଲିସ ଙ୍କ ଉପରକୁ ବମ୍ ଫୋପାଡ଼ି ଫେରାର ହୋଇ ଯାଇଥିଲା । ଏହା ପରେ ଉକ୍ତ ଫେରାର  ଜଗନ୍ନାଥ ମହାରଣା ଏକ ନୂତନ ଗ୍ୟାଂଗ୍ ର କାୟା ବିସ୍ତାର କରିଥିଲା ଯାହାକୁ ପୋଲିସ ଖୋଜୁଥିଲା ଏବଂ ଏକ ବର୍ଷ ର ଅନ୍ତର ମଧ୍ୟରେ ଚାନ୍ଦପୁର ପୋଲିସ ଆଜି ସେ ଗ୍ୟାଂଗ୍ ର ଅନ୍ତ ଘଟାଇଛି ।

ଚାନ୍ଦପୁର ଆଇ ଆଇସି ଭାବେ ନୂତନ ନିଯୁକ୍ତି ହୋଇଥିବା ରଶ୍ମି ରଞ୍ଜନ ଙ୍କ ହାତରେ ଏହି ଦୁଇ ଭାଇଙ୍କ ଅପରାଧିକ ଗ୍ୟାଂଗ୍ ର ଅନ୍ତ ଘଟିଛି । ପୁର୍ବରୁ ଏହି ଦୁଇ ଭାଇ ଙ୍କ ଅପରାଧିକ ଗ୍ୟାଂଗ୍ ନାଁରେ କଟକ , ଭୁବନେଶ୍ୱର ,ଶରଣକୂଳ ,ପୁରୀ ,କେନ୍ଦ୍ରାପଡା ଇତ୍ୟାଦି ଅନ୍ୟ ଅଞ୍ଚଳରେ ମାମଲା ରହିଥିବାର ଜଣାପଡିଛି ।  ସେହି ଗ୍ୟାଙ୍ଗର ଲିଡର୍  ଜଗନ୍ନାଥ ମହାରଣା (ଜଗା) ଙ୍କ ସହିତ ଗ୍ୟାଂଗ୍ ର ଅନ୍ୟ ୩ ସଦସ୍ୟ ଗିରଫ ହୋଇଛନ୍ତି । ସେହି ୩ ସଦସ୍ୟ ମଧ୍ୟରୁ ଜଣେ କେନ୍ଦ୍ରାପଡା ର ନିତ୍ୟାନନ୍ଦ ନାୟକ ,ସୁନୀଲ ନାୟକ ଓ ଲୁଟିପଡା ର ଚୁଇଁନ କୁ ଗିରଫ କରାଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ

ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ

September 12, 2026
ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ

September 12, 2026
ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ – ଉଲ୍ଲାସ ଜନସଚେତନତା ପଦଯାତ୍ରା

ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ – ଉଲ୍ଲାସ ଜନସଚେତନତା ପଦଯାତ୍ରା

September 12, 2026
ଆଗକୁ ଆସୁଛି ଗଣେଶ ପୂଜା : ମୂର୍ତ୍ତି ନିର୍ମାଣରେ କାରିଗର ବ୍ୟସ୍ତ, ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ

ଆଗକୁ ଆସୁଛି ଗଣେଶ ପୂଜା : ମୂର୍ତ୍ତି ନିର୍ମାଣରେ କାରିଗର ବ୍ୟସ୍ତ, ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ

September 12, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ

ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ

September 12, 2026
ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ

September 12, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version