• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରଣପୁରରେ ବିଜେଡି ସରକାରଙ୍କ ଦ୍ଵାରା ନିର୍ମାଣଧିନ ଜାଗା ମିଶନ ପାର୍କ ଗୁଡ଼ିକ ଖତ ଖାଉଛି : ମଦ, ଗଞ୍ଜେଇ, ବ୍ରାଉନସୁଗର ଖାଉଥିବା ନିଶାଶକ୍ତ ଲୋକଙ୍କର ଆଡ୍ଡା ସ୍ଥଳୀ ପାଲଟିଛି

ଜାଗା ମିଶନ ପାର୍କ ଗୁଡ଼ିକ ଖତ ଖାଉଛି : ଲୋକ ପ୍ରତିନିଧି ମାନେ କରୁଛନ୍ତି ଅଣଦେଖା

Proprietor Abhimanyu Maharana by Proprietor Abhimanyu Maharana
October 8, 2025
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ରଣପୁରରେ ବିଜେଡି ସରକାରଙ୍କ ଦ୍ଵାରା ନିର୍ମାଣଧିନ ଜାଗା ମିଶନ ପାର୍କ ଗୁଡ଼ିକ ଖତ ଖାଉଛି : ମଦ, ଗଞ୍ଜେଇ, ବ୍ରାଉନସୁଗର ଖାଉଥିବା ନିଶାଶକ୍ତ ଲୋକଙ୍କର ଆଡ୍ଡା ସ୍ଥଳୀ ପାଲଟିଛି
Share on FacebookShare on TwitterWhatsapp

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଣପୁରକୁ ଏନଏସି ତଥା ସହରାଞ୍ଚଳ ହେବାର ଦୀର୍ଘବର୍ଷ ବିତିଗଲାଣି ।  ଏନଏସି ଅନ୍ତର୍ଗତ ଜନ ସଧାରଣଙ୍କ ସୁବିଧାକୁ ଉପଲବ୍ଧି କରି ଏନଏସି ପକ୍ଷରୁ ଆଲୋକିକରଣ, ଜିମ୍ ସେଣ୍ଟର୍, ମିଶନ ଶକ୍ତି ଗୃହ ଏବଂ ଜାଗା ମିଶନ ପାର୍କ ଗୁଡ଼ିକ ନିର୍ମାଣ କରାଯାଇଥିଲା ।

ରଣପୁର କୁ ସହରାଞ୍ଚଳ କରିବା ପାଇଁ  ଅନେକ ଲୋକ ହିତକର ପ୍ରକଳ୍ପର ନିର୍ମାଣ କରାଯାଇଥିଲା ଯାହା ଏବେ ଦୟନୀୟ ଅବସ୍ଥାରେ ପଡ଼ି ରହିଛି । ବିଗତ ଦିନରେ ରାଜ୍ୟ ସରକାର ଙ୍କ ଅନୁଦାନ କ୍ରମେ ଏନଏସି ଅନ୍ତର୍ଗତ  ୫ଟି ଜାଗା ମିଶନ ପାର୍କ ର ନିର୍ମାଣ ହୋଇଥିବା ଦେଖିବାକୁ ମିଳିଥିଲା । ଛୋଟ ଶିଶୁଙ୍କ ବ୍ୟାୟାମ  ତଥା ମନୋରଞ୍ଜନର ସମସ୍ତ ସାମଗ୍ରୀ ଉପଲବ୍ଧ ଥିବା ବେଳେ ମହିଳା ମାନଙ୍କ ପାଇଁ ଏକ ବସ୍ତ୍ର ପ୍ରକ୍ଷାଳନ ଗୃହ ନିର୍ମାଣ କରାଯାଇଥିଲା ।

ଏପରିକି  ନବ ନିର୍ମିତ ପାର୍କ ଗୁଡ଼ିକ  ଖତ ଖାଉଥିବା ବେଳେ ଏନଏସି କାର୍ଯ୍ୟକର୍ତ୍ତା ଅଥବା କୌଣସି ନେତା ନେତ୍ରୀ ଙ୍କର ଦୃଷ୍ଟି ଗୋଚର ହେଉନାହିଁ । ଜନସାଧାରଣଙ୍କ ଅର୍ଥ ଏପରି ସୁବ୍ୟବସ୍ଥିତ ପ୍ରକଳ୍ପ ବାବଦରେ ଖର୍ଚ୍ଚ ହୋଇଥିବା ବେଳେ ତାହାର ରକ୍ଷଣା ବେକ୍ଷଣ ଦାୟିତ୍ଵ ବହନ କରିବା ପାଇଁ ଡବଲ ଇଞ୍ଜିନ ସରକାର ପଦକ୍ଷେପ ନ ନେବା ଏକ ଅପାରଗତା ରାଜନୀତି ବୋଲି ମନେ ହେଉଛି ।

ଲୋକ ପ୍ରତିନିଧି ମାନଙ୍କ ର ଏଭଳି ଅବହେଳା କୁ ଦେଖି  ବୁଦ୍ଧିଜୀବୀ ମାନେ ଅତ୍ୟନ୍ତ ନିନ୍ଦା କରିଥିବା ଜଣାଯାଇଛି ।  ସହରାଞ୍ଚଳର ବିକାଶ ମୂଳକ ପ୍ରକଳ୍ପ ଯେପରିକି ଜାଗା ମିଶନ ପାର୍କ, ମଦ, ଗଞ୍ଜେଇ, ବ୍ରାଉନସୁଗର ଖାଉଥିବା ନିଶାଶକ୍ତ ଲୋକଙ୍କର ଆଡ୍ଡା ସ୍ଥଳୀ ପାଲଟିଛି ।  ସୁସ୍ଥ ସମାଜର ଗଠନ ଦିଗରେ ଏସବୁ ନିର୍ମାଣ କରାଯାଇଥିଲେ ହେଁ ଏହା ସମାଜରେ ଅସୁସ୍ଥତା ତଥା ଅପରିଷ୍କାର ହୋଇ ପଡ଼ି ରହି ପରିବେଶକୁ ଦୂଷିତ କରିବାରେ ସହାୟକ ହେଉଛି

ଏବଂ ଜନହିତକର ପ୍ରକଳ୍ପ ଗୁଡ଼ିକ ଦିନକୁ ଦିନ ଅସାମାଜିକ ଲୋକ ମାନଙ୍କର ଆଡ୍ଡାସ୍ଥଳୀ ପାଲଟିଯିବା ଜନତାଙ୍କ ଅର୍ଥ ପାଣିରେ ପଡିଲା ଭଳି ସାଧାରଣରେ ପ୍ରତୀତ ହେଉଛି । କେବଳ ସରକାର ନୁହେଁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ଏନଏସି ଅଧିକାରୀ ଓ ଅଧ୍ୟକ୍ଷା ପର୍ଯ୍ୟନ୍ତ କାହାର ଏଥିପ୍ରତି ଭୃକ୍ଷେପ ନଥିବା ବେଳେ  ସ୍ଥାନୀୟ ବିଧାୟିକାଙ୍କ ଦାୟିତ୍ଵଭାରରୁ ହଟି ଏହା ଅବହେଳିତ ହୋଇପଡ଼ିରହିଛି ।

ରଣପୁରରେ ଏପରି ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପର ରକ୍ଷଣା ବେକ୍ଷଣ କରିବାରେ ବିଜେପି ନେତା ନେତ୍ରୀ ମାନେ ଅସମର୍ଥ କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ପୂର୍ବ ସରକାରଙ୍କ ଦ୍ଵାରା ନିର୍ମାଣଧିନ ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରୀ ନ ହେବା ସହିତ ସେ ସବୁକୁ ଖତ କରି ନୂତନ ପ୍ରକଳ୍ପ ପାଇଁ ରାଜ୍ୟ କୋଷ ରୁ

ଅର୍ଥ ରାଶି ଲୁଟିବା ଡବଲ ଇଞ୍ଜିନ ସରକାରର ଇଚ୍ଛା ବୋଲି ଜନ ସାଧାରଣଙ୍କ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଜଣାଯାଇଛି । ତେବେ ଦେଖାଯାଉ ଆଗକୁ ବିଜେପି ସରକାର ପୁରୁଣା ପ୍ରକଳ୍ପ ଗୁଡ଼ିକୁ ଖତ କରି ଆଉ କେତୋଟି ନୂତନପ୍ରକଳ୍ପର ଶୁଭ ଉଦଘାଟନ କରୁଛନ୍ତି ଦେଖିବାକୁ ବାକି ରହିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସିଦ୍ଧେଶ୍ବର ସ୍ପୋର୍ଟିଂ କ୍ଲବ ତରଫରୁ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ସିଦ୍ଧେଶ୍ବର ସ୍ପୋର୍ଟିଂ କ୍ଲବ ତରଫରୁ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

May 3, 2026
ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ରକ୍ତଦାନ ଶିବିର ପ୍ରତି ବ୍ୟକ୍ତି ରକ୍ତ ଦେବା ନିହାତି ଆବଶ୍ୟକ

ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ରକ୍ତଦାନ ଶିବିର ପ୍ରତି ବ୍ୟକ୍ତି ରକ୍ତ ଦେବା ନିହାତି ଆବଶ୍ୟକ

May 3, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 3, 2026
ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା

ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା

May 3, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସିଦ୍ଧେଶ୍ବର ସ୍ପୋର୍ଟିଂ କ୍ଲବ ତରଫରୁ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ସିଦ୍ଧେଶ୍ବର ସ୍ପୋର୍ଟିଂ କ୍ଲବ ତରଫରୁ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

May 3, 2026
ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ରକ୍ତଦାନ ଶିବିର ପ୍ରତି ବ୍ୟକ୍ତି ରକ୍ତ ଦେବା ନିହାତି ଆବଶ୍ୟକ

ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ରକ୍ତଦାନ ଶିବିର ପ୍ରତି ବ୍ୟକ୍ତି ରକ୍ତ ଦେବା ନିହାତି ଆବଶ୍ୟକ

May 3, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version