ଓଡ଼ିଶା ତାଜା ନ୍ୟୁଜ (୧୩ ସେପ୍ଟେମ୍ବର ରବିବାର) ଭୁବନେଶ୍ୱର : – ଓଡିଶା ସରକାରଙ୍କ ଆମ କୃଷି ସେବାକୁ ଆମେ ଆପଣଙ୍କୁ ପରିଚୟ କରାଇବାକୁ ଚାହୁଁଛୁ । ଏହି ନିଶୁଳ୍କ ବା ମାଗଣା ସେବାରେ, ଆପଣ କୃଷି ସମ୍ବନ୍ଧିତ ବିଷୟରେ ଆପଣଙ୍କ ଆବଶ୍ୟକ ମୁତାବକ ସୂଚନା ପାଇପାରିବେ । ଏଥରେ ଆପଣ ସମସ୍ତ ମୁଖ୍ୟ ଫସଲ, ବିଭିନ୍ନ ସରକାରୀ ଯୋଜନା, ପାଣିପାଗ ସମ୍ବନ୍ଧିତ ପରାମର୍ଶ ପାଇପାରିବେ । ଏହି ସେବା ମାଧ୍ୟମରେ, ଆପଣ ଆପଣଙ୍କ ସମସ୍ତ ଚାଷ ସମ୍ବନ୍ଧୀୟ ଆବଶ୍ୟକତା ପାଇଁ ମଧ୍ୟ କୃଷି ବିଶେଷଜ୍ଞମାନଙ୍କୁ ପ୍ରଶ୍ନ ପଚାରିପାରିବେ । ଏହି ସେବାର ଲାଭ ପାଇବା ପାଇଁ, ତଳେ ଦିଆଯାଇଥିବା ଲିଙ୍କକୁ କ୍ଲିକ କରି ଆପଣଙ୍କ ଚାଷ ବିଷୟରେ କିଛି ସାଧାରଣ ସୂଚନା ଦେଇ ଆପଣ ପଞ୍ଜୀକୃତ ହେଇପାରିବେ । https://www.amakrushi.in/go/ ଏହାକୁ କ୍ଲିକ କରନ୍ତୁ