ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର, ରଣପୁର :- ରଣପୁର ବଜାର କମିଟି ପକ୍ଷରୁ ଦୂର୍ଗାପୂଜା ଅନୁଷ୍ଠିତ ହୋଇଛି । ଶୁକ୍ରବାର ସଂଧ୍ଯାରେ ମା ଙ୍କ ଭସାଣି ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରଣପୁର ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖ ରୁ ଦୂର୍ଗା ଦେବୀଙ୍କ ପଟୁଆର ଆରମ୍ଭ ହୋଇଥିଲା । 



© 2023 Odisha Taza News.