ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଦଶହରାର ଆନନ୍ଦକୁ ନିରାଶାରେ ପରିଣତ କରିଛି ଲଘୁଚାପ ବର୍ଷା । ବୁଧବାର ରାତିରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ନୟାଗଡ ଜିଲ୍ଲା ରଣପୁରଅଞ୍ଚଳରେ ଦୂର୍ଗା ମଣ୍ଡପରେ ଭିଡ ଅପସରି ଯାଇଥିବା ଦେଖିବାକୁ ମିଳିଥିଲା ।
ଦଶହରାରେ ଦୁର୍ଗା ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଜମିବା ବଦଳରେ ଦେଖିବାକୁ ମିଳିଛି ନୀରବତା । ତେବେ ପ୍ରବଳ ବର୍ଷା ସତ୍ତ୍ବେ ନିତିକାନ୍ତି ଅନୁଯାୟୀ ଦୂର୍ଗା ମଣ୍ଡପ ରେ ମା’ଙ୍କ ପୂଜା କରାଯାଉଥିବା ବେଳେ



© 2023 Odisha Taza News.