ଓଡ଼ିଶା ତାଜା ନ୍ୟୁଜ (୧୩ ସେପ୍ଟେମ୍ବର ରବିବାର) ଭୁବନେଶ୍ୱର :- ମା ଉଡିବା ସି ଖିଥିଲା କିନ୍ତୁ ସେ ଉଡିଲାନି !! ମା ଚାଲିବା ସିଖିଥିଲା କିନ୍ତୁ ସେ ଦୋଉଡିଲାନି !! ମା ସବୁ ଦେଖିଲା,ସବୁ ଅନୁଭବ କଲା !! ମା ଯାଣିଲା ଯଦି ଏ ଜାଗା ମୁ ପରିତ୍ୟାଗ ନକରେ ମୋର ମୃତ୍ୟୁ ସୁନିଶ୍ଚିତ,
ତାପରେବି ଏ ଦୁନିଆକୁ ଆସୁଥିବା ନିଜ ପିଲାଙ୍କ ସୁରକ୍ଷା ପାଇଁ ମା ମୃତ୍ୟୁକୁ ଆପେଣେଇଲା ପଛେ କିନ୍ତୁ ନିଜ ଆସୁଥିବା ପିଲା (ଅଣ୍ଡା) ଗୁଡିକ ପାଖ ଛାଡିଲାନି ଦୁନିଆର ଯେକୈଣସି ବି ପ୍ରାଣୀ ହୋଉ ସତରେ ମା ସ୍ଥାନ କେହି ନେଇ ପାରିବେନି, ମା ଭଳି ସ୍ନେହ,ଶ୍ରଦ୍ଧା,ପ୍ରେମ,ତ୍ୟାଗ,ବଳିଦାନ କେହି ଦେଇ ପାରିବେନି ହେ ମା ତୁ ସତରେ ମହାନ, ( ରିପୋର୍ଟ – ସୁଶାନ୍ତ ସାହୁ)