ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବିରିଡି ଥାନା ନୂତନ ଆଇ ଆଇ ସି ସୁଜାତା ବେହେରାଙ୍କୁ ମଙ୍ଗଳବାର ଉକୁନ୍ଦରା ପଞ୍ଚାୟତ ର ସାମାଜିକ କର୍ମୀ କଲ୍ୟାଣ କୁମାର ବାରିକ, ତାପସ କୁମାର ଜେନା ଓ ବାସନ୍ଦର ସମିତି ସଭ୍ୟ ସ୍ନେହାଶିଷ ଜେନା ଥାନାରେ ପହଂଚି ଥିଲେ l

ତତସହିତ ନୂଆ ଆଇ ଆଇ ସି ବେହେରାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରି ଥିଲେ l ତେବେ ସର୍ବଦା ଥାନା କାର୍ଯ୍ୟରେ ସହ ଯୋଗ କରିବାକୁ ଆଇ ଆଇ ସି କହିଥିଲେ l














