• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୁଲ୍ ସୂଚନା ପାଇ : ଅନ୍ଧାରରେ ବାଡ଼ି ବୁଲାଇ ଭକୁଆ ବନିଲେ ନୟାଗଡ ପୋଲିସ୍

Proprietor Abhimanyu Maharana by Proprietor Abhimanyu Maharana
September 30, 2025
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ଭୁଲ୍ ସୂଚନା ପାଇ : ଅନ୍ଧାରରେ ବାଡ଼ି ବୁଲାଇ ଭକୁଆ ବନିଲେ ନୟାଗଡ ପୋଲିସ୍
Share on FacebookShare on TwitterWhatsapp

ରାତି ୧ଟା ସମୟରେ ବିଜେଡି ନେତ୍ରୀ ଇରାନୀ ରାୟଙ୍କ ବାସଭବନ ଉପରେ ଚଢ଼ାଉ କରିଥିଲେ ।

ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଜଣାଉଅଛି କି ନୟାଗଡ ପୋଲିସ ମୋର ନୟାଗଡ଼ ବାସଭବନ ଉପରେ ମୋର ଅନୁପସ୍ଥିତିରେ ରାତି ୧ଟାରେ ପାଚେରୀ ଡେଇଁ ଗେଟ୍ ବାଡ଼େଇବା ସହିତ ବାସଭବନରେ ରହୁଥିବା କର୍ମଚାରୀଙ୍କୁ ଉଠାଇ ଘର ତଲାସ କରିଥିଲେ । ପୋଲିସର ଏଭଳି କାର୍ଯ୍ୟକୁ ମୁଁ ନିନ୍ଦା କରୁଛି । ମୁଁ ବିଜେଡି ନେତ୍ରୀ ହିସାବରେ ରହିଥିବା ବେଳେ ମୋର ମାନସମ୍ମାନକୁ ବାହାରେ ପକାଇବା ପାଇଁ ବିଜେପି ନେତ୍ରୀ ତଥା ପୂର୍ବତନ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ଵରୀ ସିଂ ଏକ ହୀନ ରାଜନୀତି ଆରମ୍ଭ କରିଛନ୍ତି ।

ଘଟଣା କ’ଣ, ଘଟଣାକୁ ତର୍ଜମା ନ କରି ବିଜେଡି ଉପରେ ଆରୋପ ଲଗାଇବା ଏବଂ ମୋର କର୍ମୀମାନଙ୍କ ଘରେ ରାତି ଅଧୂଆ ଚଢ଼ାଉ କରିବା ନିନ୍ଦନୀୟ । ଇଟାମାଟି ନାରାୟଣୀ ମନ୍ଦିର ପରିଚାଳନା କମିଟି ବୈଠକ ଏବଂ ତାହାର ହିସାବ ନିକାଶକୁ ନେଇ ଗତ ୨୮ ତାରିଖ ରାତିରେ ଇଟାମାଟି ଗୌଡସାହିଠାରୁ ମନ୍ଦିର ପରିଚାଳନା କମିଟିର ସଭାପତି ଶ୍ରବଣ କୁମାର ରାମଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା । ବୈଠକକୁ ଆସିବା ପାଇଁ ୩/୪ ଦିନ ଆଗରୁ ଇଟାମାଟି ସାରା ଢୋଲ ବଳାଇ ବୈଠକକୁ ଯିବା ପାଇଁ କହିବା ସହିତ ନୋଟିସ ବି କରିଥିଲେ ।

ଏହି ନୋଟିସ ମାଧ୍ୟମରେ ଗତ ୨୮ ତାରିଖ ରାତି ପ୍ରାୟ ୯.୩୦ରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଜେପି, ବିଜେଡି ଓ କଂଗ୍ରେସର କର୍ମକର୍ତ୍ତା ଥିଲେ ବି ଏହା ଗ୍ରାମ୍ୟ କମିଟି ତଥା ଦଶହରା ପୂଜା ଉପଲକ୍ଷେ ବୈଠକ ବସିଥିଲା । ଏହା କୌଣସି ଦଳର କାର୍ଯ୍ୟକ୍ରମ ନଥିଲା । ବିଜେପିର ବି କୌଣସି ଦଳୀୟ ବୈଠକ ଅନୁଷ୍ଠିତ ହୋଇନଥିଲା। କିନ୍ତୁ ନାରାୟଣୀ ମନ୍ଦିରର ହିସାବ ନିକାଶ ଓ କର୍ମକର୍ତା ଚୟନ ପାଇଁ ଗୌଡ ସାହିର କିଛି ବ୍ୟକ୍ତି ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ନେଇ କମିଟିର ସଭ୍ୟଙ୍କ ମଧ୍ୟରେ ତର୍କବିତର୍କ ହୋଇଥିଲା।

ପରେ ଜନୈକ ସଭ୍ୟ ବିଷ୍ଣୁ ପ୍ରସାଦ ସାହୁଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣକୁ ନେଇ ବିଜେପି ଏବେ ରାଜନୀତି ଆରମ୍ଭ କରିଛି । ବିଜେପି ନେତ୍ରୀ ପୂର୍ବତନ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ଵରୀ ସିଂ ରାତି ପ୍ରାୟ ୧୨ଟାରୁ ୧ଟା ମଧ୍ଯରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଷ୍ଣୁଙ୍କୁ ଭେଟିଥିଲେ । ପ୍ରତ୍ୟୁଷା ରାଜେଶ୍ଵରୀ ସିଂ ଏହି ଗଣ୍ଡଗୋଳକୁ ନେଇ ଏବେ ରାଜନୈତିକ ଶତ୍ରୁତା ଆରମ୍ଭ କରି ଦେଇଛନ୍ତି । ପ୍ରତ୍ୟୁଷାଙ୍କ କହିବା କଥା ବିଜେଡିର କିଛି କର୍ମକର୍ତ୍ତା ଏହାକୁ ଉଷୁକାଇ ଗଣ୍ଡଗୋଳ କରିଛନ୍ତି ।

ରାତି ୧ଟା ସମୟରେ ବିଜେଡି ନେତ୍ରୀ ଇରାନୀ ରାୟଙ୍କ ବାସଭବନ ଉପରେ ଚଢ଼ାଉ କରିଥିଲେ । କିନ୍ତୁ ସମସ୍ତଙ୍କ ଘର ପୋଲିସ ତନ୍ମ ତନ୍ନ କରି ତନଖି କଲେ ବି କୌଣସି କର୍ମୀଙ୍କୁ ପାଇଲେ ନାହିଁ । ବିଜେଡି କର୍ମୀଙ୍କ ଘରେ ବି ଚଢ଼ଉ କରିଛନ୍ତି । ଫଳରେ ମୋ କର୍ମୀମାନେ ଗିରଫ ଭୟରେ ଲୁଚିବାକୁ ବାଧ୍ୟ ହୋଇଛନ୍ତି । ମୋର କର୍ମୀମାନଙ୍କୁ ଜାଣିଶୁଣି ହଇରାଣ କରିବା ପାଇଁ ଉଦ୍ୟମ କରିବା ସହିତ ସେମାନଙ୍କୁ ଆଇନରେ ଛନ୍ଦି ଦେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।

ମୁଁ ନୟାଗଡ ବାସଭବନରେ ନଥ‌ିବାବେଳେ ମୋ ବିନାନୁମତିରେ କିଭଳି ଚଢ଼ାଭ କଲା ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ବିଜେପି କ୍ଷମତା ବଳରେ ପୋଲିସ ଲଗାଇ ମୋ ଘର ଉପରେ ଏଭଳି ଚଢ଼ାଉ କରିବା କେତେଦୂର ଠିକ । ଇଟାମାଟି ନାରାୟଣୀ ମନ୍ଦିରର ପରିଚାଳନା କମିଟି ବୈଠକ ହୋଇଥିଲା। ଏଠି ବିଜେଡି କିଭଳି ଦାୟୀ ରହିଲା । ଇଟାମାଟିର ଗ୍ରାମ୍ୟ ସଭା ବା ନାରାୟଣୀ ପରିଚାଳନା କମିଟି ବୈଠକ ବସିଥିଲା ସେଥିରେ ବିଜେଡିର ଭୂମିକା କିଛି ନାହିଁ । ଯେଉଁ ବିଜେପି ଦୋଷାରୋପ କରୁଛି ।

ତାଙ୍କ ମଣ୍ଡଳ ସଭାପତି ବିଜେପିର ବିଷ୍ଣୁଙ୍କ ଆକ୍ରମଣ କଲେ ତାହା କହିବା କେତେଦୂର ଯୁକ୍ତିଯୁକ୍ତି । କହିବାକୁ ଗଲେ ଶ୍ରବଣ ରାମ ଯିଏକି ପରିଚାଳନା କମିଟି ସଭାପତି ସେ ଏବେ ବିଜେପି ଦଳରେ ଅଛନ୍ତି । ବିଷ୍ଣୁ ବି ବିଜେପିର। ସିଏ ହିଁ ବୈଠକ ପରିଚାଳନା କରୁଛନ୍ତି। ତେଣୁ ବିଜେଡିର ସ୍ଥାନ ଆସିଲା କେଉଁଠୁ । ପ୍ରତ୍ୟୁଷା ପୂର୍ବରୁ ବିଜେଡିରେ ଥିଲେ ଏବେ ବିଜେପି ହୋଇଛନ୍ତି । ଶାନ୍ତ ଇଟାମାଟିକୁ ଅଶାନ୍ତ କରିବା ପାଇଁ ମୋର କର୍ମୀମାନଙ୍କୁ ବିଭିନ୍ନ କେସରେ ଛନ୍ଦିବା ପାଇଁ ଯୋଜନା କରିଛନ୍ତି ।

ଯଦି ଏଭଳି ପ୍ରତ୍ୟୁଷା ରାଜେଶ୍ଵରୀ ସିଂ ଶାସନ କ୍ଷମତା ଆଳରେ ଏଭଳି ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କରନ୍ତି ତାହା ହେଲେ ନୟାଗଡର ସାଧାରଣ ଲୋକ ଏହାକୁ ବରଦାସ୍ତ କରିବେ ନାହିଁ । ପ୍ରକାଶଥାଉ କି ଅନ୍ୟତମ କାରଣ ଇଟାମାଟିର ବିଭିନ୍ନ ଯୁବକମାନେ ଗଣେଶ ମେଢ଼ କରିଥିଲେ। ଭସାଣୀକୁ ସିଧାସଳଖ ଭାବେ ବିଜେପି ମଣ୍ଡଳ ସଭାପତି ବୋଲାଉଥିବା ବିଷ୍ଣୁ ପ୍ରସାଦ ସାହୁ ଇଟାମାଟି ପୋଲିସକୁ ଆଣି ବନ୍ଦ କରିଥିବା ଯୋଗୁ ଯୁବକମାନେ ବିଷ୍ଣୁ ପ୍ରସାଦଙ୍କ ଉପରେ ଅସନ୍ତୋଷ ଥିଲେ।

ତେଣୁ ନିଜ ମୁଣ୍ଡର ଅଠା ଅନ୍ୟ ମୁଣ୍ଡରେ ଲଗାଇବା ପାଇଁ ବିଜେପି ହୀନ ରାଜନୀତି କରିଛି । ଘଟଣାର ଉପଯୁକ୍ତ ତଦନ୍ତ କରାଯାଉ ପ୍ରକୃତରେ କିଏ ଦୋଷୀ । ନିରପେକ୍ଷ ତଦନ୍ତ ନକରି ସିଧାସଳଖ ଭାବେ ବିଜେଡି କର୍ମୀଙ୍କୁ ଆଇନ ଜାଲରେ ଛନ୍ଦି ଦେବା କେତେଦୂର ଠିକ। ଗତ ନିର୍ବାଚନରେ ମୋର ବିଜେଡି କର୍ମୀଙ୍କୁ ପ୍ରତ୍ୟୁଷା ବହୁ ପ୍ରଭାବିତ କରିଥିଲେ। କିନ୍ତୁ ପ୍ରତ୍ୟୁଷାଙ୍କ ପ୍ରଭାବରେ ପ୍ରଭାବିତ ନ ହୋଇ କର୍ମୀମାନେ ବିଜେଡିକୁ ସାହାଯ୍ୟ କରିଥିଲେ । ଏଥୁ ଯୋଗୁ ପ୍ରତ୍ୟୁଷାଙ୍କ ରାଗର ଶିକାର ହେବାକୁ ପଡିଛି । ତେଣୁ ନୟାଗଡ ଭଳି ଶାନ୍ତିପୂର୍ଣ୍ଣ ଅଞ୍ଚଳକୁ ପ୍ରତ୍ୟୁଷା ଅଶାନ୍ତ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସିଦ୍ଧେଶ୍ବର ସ୍ପୋର୍ଟିଂ କ୍ଲବ ତରଫରୁ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ସିଦ୍ଧେଶ୍ବର ସ୍ପୋର୍ଟିଂ କ୍ଲବ ତରଫରୁ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

May 3, 2026
ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ରକ୍ତଦାନ ଶିବିର ପ୍ରତି ବ୍ୟକ୍ତି ରକ୍ତ ଦେବା ନିହାତି ଆବଶ୍ୟକ

ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ରକ୍ତଦାନ ଶିବିର ପ୍ରତି ବ୍ୟକ୍ତି ରକ୍ତ ଦେବା ନିହାତି ଆବଶ୍ୟକ

May 3, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 3, 2026
ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା

ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା

May 3, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସିଦ୍ଧେଶ୍ବର ସ୍ପୋର୍ଟିଂ କ୍ଲବ ତରଫରୁ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ସିଦ୍ଧେଶ୍ବର ସ୍ପୋର୍ଟିଂ କ୍ଲବ ତରଫରୁ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

May 3, 2026
ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ରକ୍ତଦାନ ଶିବିର ପ୍ରତି ବ୍ୟକ୍ତି ରକ୍ତ ଦେବା ନିହାତି ଆବଶ୍ୟକ

ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ରକ୍ତଦାନ ଶିବିର ପ୍ରତି ବ୍ୟକ୍ତି ରକ୍ତ ଦେବା ନିହାତି ଆବଶ୍ୟକ

May 3, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version