• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ୱଣ୍ଡର୍‌ଲା ଭୁବନେଶ୍ୱର ଓଡିଶାର ଶ୍ରେଷ୍ଠ ମନୋରଞ୍ଜନ ଗନ୍ତବ୍ୟ ଭାବେ ପ୍ରଥମ ବାର୍ଷିକୀ ପାଳନ

Proprietor Abhimanyu Maharana by Proprietor Abhimanyu Maharana
September 25, 2025
in Uncategorized
0
ୱଣ୍ଡର୍‌ଲା ଭୁବନେଶ୍ୱର ଓଡିଶାର ଶ୍ରେଷ୍ଠ ମନୋରଞ୍ଜନ ଗନ୍ତବ୍ୟ ଭାବେ ପ୍ରଥମ ବାର୍ଷିକୀ ପାଳନ
Share on FacebookShare on TwitterWhatsapp

ୱଣ୍ଡର୍‌ଲା ଭୁବନେଶ୍ୱର ଓଡିଶାର ଶ୍ରେଷ୍ଠ ମନୋରଞ୍ଜନ ଗନ୍ତବ୍ୟ ଭାବେ ପ୍ରଥମ ବାର୍ଷିକୀ ପାଳନ କରୁଛି l ସିଗ୍ନେଚର ରୋମାଂଚକ ରାଇଡ୍‌, ସାଂସ୍କୃତିକ ପ୍ରଦର୍ଶନ ଏବଂ ପର୍ବପର୍ବାଣୀ ଅନୁଷ୍ଠାନ ସହିତ ଏକ ବିଶେଶ ଉପଲବ୍ଧି ବର୍ଷକୁ ଦର୍ଶାଉଛି

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ୱଣ୍ଡର୍‌ଲା ଆମ୍ୟୁଜମେଂଟ୍ ପାର୍କ ଭୁବନେଶ୍ୱର ନିଜର ପ୍ରଥମ ବାର୍ଷିକ ଦିବସ ପାଳନ କରୁଥିବା ବେଳେ ଏକ ବ୍ୟାପକ ପାର୍ବଣ କାର୍ଯ୍ୟକ୍ରମ ଏବଂ ପୂଜା ବିଶେଷ ଅଫର୍ ଘୋଷଣା କରିଛି । ୨୦୨୪ ସେପ୍ଟେମ୍ବରରେ ଏହାର ଭବ୍ୟ ଉଦଘାଟନ ପରଠାରୁ ୱଣ୍ଡର୍‌ଲା ଭୁବନେଶ୍ୱର ୨.୬୪ ଲକ୍ଷରୁ ଅଧିକ ଅତିଥିଙ୍କୁ ସ୍ୱାଗତ କରିଛି (ଅଡିଟ୍ ହୋଇଥିବା ତଥ୍ୟ ଅନୁଯାୟୀ) ଏବଂ ୨୦୨୫ ଜୁନ୍ ସୁଦ୍ଧା ୧୨୧ଟି ଶିକ୍ଷାନୁଷ୍ଠାନ ଏବଂ ୪୧୩ଟି କର୍ପୋରେଟ୍ ଗ୍ରୁପ୍‌ଙ୍କୁ ଆମନ୍ତ୍ରଣ ଦେଇଛି ଏବଂ ଦୁଇଟି ନୂତନ ରୋମାଂକାରୀ ରାଇଡ୍ -“ଫଙ୍କି ମଙ୍କି’ ଏବଂ “ୱଣ୍ଡରଲା ବାମ୍ବା’କୁ ଆରମ୍ଭ କରି ଓଡିଶାର ଏକ ବୃହତମ ଏବଂ ପ୍ରିୟ ଆମ୍ୟୁଜମେଂଟ ପାର୍କ ଭାବରେ ପରିଚୟ ସୃଷ୍ଟି କରିଛି ।ଏହି ପାର୍କଟି ଏକ ସାଂସ୍କୃତିକ ଗନ୍ତ ସ୍ଥଳ ଭାବରେ ମଧ୍ୟ ଉଭା ହୋଇ ରାଜ୍ୟର ପ୍ରଥମ ସନବର୍ନ୍ କନସର୍ଟ୍ ଭଳି ମେଗା କାର୍ଯ୍ୟକ୍ରମ ସହିତ ଅନେକ ଏବଂ ଉତ୍ସବଗୁଡିକର ଆୟୋଜନ କରିଛି ଯେଉଁଥିରେ ଆଲାନ ୱାକର୍ ଅଂଶଗ୍ରହଣ କରିଥିଲେ । ନିର୍ଦିଷ୍ଟ ସମୟସିମାଜୁକ୍ତ ପୂଜା ପାସର ଶୁଭାରମ୍ଭ ଏହି ସ୍ୱତନ୍ତ୍ର ଉପଲବ୍ଧୀ ଦିବସ କୁ ପାଳନ କରିବା ଏବଂ ଉତ୍ସବ ଭାବନାକୁ ଗ୍ରହଣ କରିବା ପାଇଁ ୱଣ୍ଡରଲା ଭୁବନେଶ୍ୱର ଏକ ବିଶେଷ ପୂଜା ପାସ୍ ଘୋଷଣା କରିଛି ଯାହା କେବଳ ଅନଲାଇନ୍ ବୁକିଙ୍ଗ୍ ପାଇଁ ୭୯୯ ଟଙ୍କାରେ ଉପଲବ୍ଧ ଏବଂ ସେହି ପାସ୍‌କୁ ୨୦୨୫ସେପ୍େଟମ୍ବର ୨୭ ରୁ ଅକ୍ଟୋବର ୭ ମଧ୍ୟରେ ବ୍ୟବହାର କରାଯାଇପାରିବ ।

ଅତିଥିମାନେ ୱଣ୍ଡରଲାର ଚିର ପରିଚିତ ରୋମାଂଚ ଏବଂ ରାଇଡ୍ ବ୍ୟତୀତ ଏକ ଉଚ୍ଚ-ଶକ୍ତିର ୍ ର‌୍ୟାପର୍ ଶୋ, ଏକ ରୋମାଚଂକାରୀ ପାଇକ ଆଖଡା ଅଗ୍ନି କାର୍ଯ୍ୟକ୍ରମ ଏବଂ ତାରକା ପୁର୍ଣ୍ଣ ଭର୍ତି ଆକାଶ ତଳେ ଡିଜେ ନାଇଟ୍ ଭଳି କାର୍ଯ୍ୟକ୍ରମ ଉପଭୋଗ କରିପାରିବେ । ଏହି ମାଇଲଖୁଂଟ ଉପରେ ମତ ଦେଇ ୱଣ୍ଡରଲା ହଲିଡେଜ୍ ଲିମିଟେଡର କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ୍ ଓ ପରିଚାଳନା ନିର୍ଦ୍ଦେଶକ ଅରୁନ କେ ଚିଟିଲ୍ଲାପଲ୍ଲି କହିଛନ୍ତି ଯେ, “ମାତ୍ର ଗୋଟିଏ ବର୍ଷରେ ୱଣ୍ଡରଲା ଭୁବନେଶ୍ୱର ପାରିବାରିକ ମନୋରଞ୍ଜନର ଏକ ପ୍ରାଣବନ୍ତ କେନ୍ଦ୍ର ଭାବରେ ଓଡିଶାର ସମ୍ଭାବନାକୁ ପ୍ରଦର୍ଶନ କରିଛି ।

ଏକ ସାଂସ୍କୃତିକ ପ୍ରମୁଖ ସ୍ଥଳ ରୂପେ ପରିଣତ ହେବାରୁ ଆରମ୍ଭ କରି ମେଗା କାର୍ଯ୍ୟକ୍ରମ ଆୟୋଜନ ପର୍ଯ୍ୟନ୍ତ ପାର୍କଟି ପାରମ୍ପରିକ ରୋମାଂଚ ସହିତ ମିଶ୍ରଣ କରିଛି । ଆମେ ଆଗକୁ ବଢ଼ୁଥିବା ବେଳେ ବିଶ୍ୱସ୍ତରୀୟ ଅନୁଭୂତି ପ୍ରଦାନ କରିବା ଆମର ଲକ୍ଷ୍ୟ ରହିବ । ଆମେ ବିଶ୍ୱାସ କରୁଛୁ ଯେ ୱଣ୍ଡରଲା ଭୁବନେଶ୍ୱର ପାଇଁ ଏହା କେବଳ ଆରମ୍ଭ ଏବଂ ଆଗାମୀ ସମୟ ପାଇଁ ଆମେ ଉତ୍ସାହିତ ରହିଛୁ ।’’ ଏହି ଅବସରରେ ୱଣ୍ଡରଲା ହଲିଡେଜ୍ ଲିମିଟେର ମୁଖ୍ୟ ପରିଚାଳନା ଅଧିକାରୀ ଧୀରନ ଚୌଧୁରୀ କହିଛନ୍ତି ଯେ, “ଏହି ଦୁର୍ଗା ପୂଜାରେ ଆମେ କେବଳ ରାଇଡରୁ ବହୁତ ଆଗକୁ ଯାଇଥିବା ଏକ ଅନୁଭୂତି ସୃଷ୍ଟି କରୁଛୁ ।

ତାହା ହେଉଛି ଉତ୍ସବ, ସଂଯୋଗ ଏବଂ ଆନନ୍ଦର ଏକ ବାତାବରଣ ସୃଷ୍ଟି କରିବାର ବିଷୟ । ଉଚ୍ଚ-ଶକ୍ତିର ପ୍ରଦର୍ଶନୀରୁ ନେଇ ସାଂସ୍କୃତିକ ସାଜ ସଜ୍ଜା ପର୍ଯ୍ୟନ୍ତ ଋତୁର ଉଜ୍ଜ୍ୱଳତାକୁ ପ୍ରତିଫଳିତ କରିବା ପାଇଁ ପ୍ରତ୍ୟେକ ଉପାଦାନକୁ ଚିନ୍ତାପୂର୍ବକ ପ୍ରସ୍ତୁତ କରାଯାଇଛି । ୱଣ୍ଡରଲା ଭୁବନେଶ୍ୱର ନିଜର ପ୍ରଥମ ବାର୍ଷିକ ଦିବସ ପାଳନ କରୁଥିବା ବେଳେ ସାରା ଓଡ଼ିଶାର ପରିଦର୍ଶକଙ୍କ ସହିତ ଆମେ ଗଠନ କରିଥିବା ଦୃଢ଼ ବନ୍ଧନ ପାଇଁ ଆମେ ଗର୍ବିତ ଏବଂ ଏହି ପୂଜାକୁ ଏକ ଉତ୍ସବରେ ପରିଣତ କରିବା ପାଇଁ ପ୍ରୋତ୍ସାହିତ ଯାହାକୁ ସେମାନେ ଏହା ଶେଷ ହେବା ପରେ ମଧ୍ୟ ସ୍ମରଣ କରିଥିବେ ।’’

ପାର୍କ ବାହ୍ୟ ସାଂପ୍ରଦାୟିକ କାର୍ଯ୍ୟକ୍ରମରେ ପ୍ରଭାବ

ବାର୍ଷିକ ଉତ୍ସବର ଅଂଶ ଭାବରେ ୱଣ୍ଡରଲା ଭୁବନେଶ୍ୱର ସେପ୍େଟମ୍ବର ୨୩ ରେ ଜୟ ଓଡିଶା ସହିତ ମିଶି ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲା ଯେଉଁଥିରେ ପାର୍କର କର୍ମଚାରୀ ଏବଂ ସ୍ଥାନୀୟ ସମ୍ପ୍ରଦାୟର ଲୋକମାେନେ ୧୦୦ରୁ ଅଧିକ ୟୁନିଟ୍ ରକ୍ତ ଦାନ କରିଥିଲେ । ଏହାର ପ୍ରଥମ ବର୍ଷରେ ୱଣ୍ଡରଲା ଭୁବନେଶ୍ୱର ବିଭିନ୍ନ ସିଏସଆର୍ ପଦକ୍ଷେପ ମାଧ୍ୟମରେ ଅର୍ଥପୂର୍ଣ୍ଣ ଅବଦାନ ପ୍ରଦାନ କରିଛି । ସେଗୁଡ଼ିକ ହେଉଛି କୁମ୍ଭାରବସ୍ତରେ କଲ୍ୟାଣମୂଳକ କାର୍ଯ୍ୟକ୍ରମ ପାଇଁ ଓଡିଶା ରାଇଜିଂ ଫାଉଣ୍ଡେସନକୁ ଦାନ ଦେଇ ସାମ୍ପ୍ରଦାୟିକ ବିକାଶକୁ ସମର୍ଥନ କରିବା ଏବଂ ସ୍ଥାନୀୟ ପ୍ରଶାସନ ପାଇଁ ପ୍ରଯୁକ୍ତିଚାଳିତ ଶାସନକୁ ସକ୍ଷମ କରିବା ।

ପାର୍କଟି ନିରବଚ୍ଛିନ୍ନ ଆବର୍ଜନା ସଂଗ୍ରହ ପାଇଁ ଖୋର୍ଦ୍ଧା ମ୍ୟୁନିସିପାଲିଟିକୁ ଯାନବାହାନ ଦାନ କରି ପରିବେଶ ସମ୍ବନ୍ଧୀୟ ସ୍ଥିରତାକୁ ମଧ୍ୟ ଆଗକୁ ବଢ଼ାଇଛି ଏବଂ ଭିଡ଼ ପରିଚାଳନା ଏବଂ ସ୍ୱୟଂସେବକମାନଙ୍କ ପାଇଁ ପ୍ରତିଫଳକ ଜାକେଟ୍ ପ୍ରଦାନ କରି ସାର୍ବଜନୀନ ସୁରକ୍ଷାକୁ ଦୃଢ଼ କରିଛି । ଏହି ପ୍ରୟାସଗୁଡିକ ମିଳିତ ଭାବରେ ସମ୍ପ୍ରଦାୟରେ ଏକ ସକାରାତ୍ମକ ଶକ୍ତି ଭାବରେ ରହିବାର ୱାଣ୍ଡର୍‌ଲାର ବ୍ୟାପକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଏକ ଉଜ୍ଜ୍ୱଳୀତ ପ୍ରଥମ ବର୍ଷ ଏବଂ ଆଗାମୀ ଏକ ରୋମାଂଚକାରୀ ଉତ୍ସବ କ୍ୟାଲେଣ୍ଡର୍ ସହିତ ୱଣ୍ଡରଲା ଭୁବନେଶ୍ୱର ଅତିଥିମାନଙ୍କୁ ନିଜର ଭବ୍ୟ ପୂଜା ଉତ୍ସବର ଅଂଶ ହେବାକୁ ଏବଂ ସଂସ୍କୃତି, ରୋମାଂଚ ଏବଂ ଆନନ୍ଦର ଏକ ଜୀବନ୍ତ ମିଶ୍ରଣ ଅନୁଭବ କରିବାକୁ ନିମନ୍ତ୍ରଣ କରୁଛି ।

ଭୁବନେଶ୍ୱର ପାର୍କ- ଅନଲାଇନ୍ ବୁକିଙ୍ଗ୍ ପୋର୍ଟାଲ୍‌ : https://bookings.wonderla.com/  । ଫୋନ୍ ନମ୍ବର – ୦୬୭୪ – ୬୬୪୦୩୦୦

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

April 23, 2026
କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

April 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version