No Result
View All Result
ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ରଣପୁର ବିଜ୍ଞାପିତ ଅଞ୍ଚଳ ତରଫରୁ ସ୍ବଚ୍ଛତା ହିଁ ସେବା ୨୦୨୫ ଶୁଭାରମ୍ଭ ହୋଇଛି । ସକାଳୁ ସଫେଇ କାର୍ଯକ୍ରମ ଶେଷ କରି ମା ପାଇଁ ଗଛ ଟିଏ କାର୍ଯକ୍ରମ ରେ ୩୦୦ ରୁ ଅଧିକ ବୃକ୍ଷ ରୋପଣକରା ଯାଇଥିଲା ।
ଅପରାହଣ ରେ ସମସ୍ତ ସଫେଉ କର୍ମଚାରୀ ମଣିନାଗ କଲ୍ଯାଣୀ ମଣ୍ଡପ ଠାରେ ଏକତ୍ର ହୋଇ ଆସନ୍ତା ଅକ୍ଟୋବର ଦୁଇ ତାରିଖ ପର୍ଯ୍ୟନ୍ତ ଚାଲି ବାକୁଥିବା ଉକ୍ତ ସଫେଇକାର୍ଯ୍ୟକ୍ରମ ସମ୍ପର୍କ ରେ ଆଲୋଚନା ରେ ଅଂଶ ଗ୍ରହଣ କରି ଶପଥ ପାଠ କରି ଥିଲେ ।
ଏଥିରେ NAC ର ଅଧକ୍ଷ୍ୟା ଶ୍ରୀମତୀ ରଙ୍ଗୀନ ମହାନ୍ତି, ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ଵମ୍ଭର ମହାପାତ୍ର, ପୌର ଯନ୍ତ୍ରୀ ଶ୍ରୀଯୁକ୍ତ ପାଢୀ, ସହକାରୀ ଯନ୍ତ୍ରୀ ଆଲୋକ ଶତପଥି ତଥା SHG ର ସଭ୍ୟା ମାନେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟ କ୍ରମ କୁ କନିଷ୍ଠ ପରିମଳ ବିଶେଷଙ୍ଗ ସୁଜିତ କୁମାର ପରିଚାଳନା କରିଥିଲେ ।

No Result
View All Result