କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କଟକ ମହାନଗର ନିଗମ ୫୬ ନମ୍ବର ୱାର୍ଡ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିବସ ଅବସରରେ ବିଭିନ୍ନ ସ୍ଥାନରେ ବିଜେପି ତରଫରୁ ସେବା କାର୍ଯ୍ୟ କରାଯାଉଛି । କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ପ୍ରେରଣା ରେ ସିଏମସି ୫୬ ନମ୍ବର ୱାର୍ଡର ବିଜେପି କର୍ମୀଙ୍କ ପକ୍ଷରୁ ଭାଣପୁର ଠାରେ ଥିବା ବୃଦ୍ଧା ଆଶ୍ରମର ଅନ୍ତେବାସୀ ମାନଙ୍କୁ ଅର୍ଣ୍ଣ ବସ୍ତ୍ର ପ୍ରଦାନ କରାଯାଇଥିଲା ।














