• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

୧୨ତମ ଭୁବନେଶ୍ବର ଆନ୍ତର୍ଜାତୀୟ ବାଣିଜ୍ୟ ମେଳା – ୨୦୨୫” ଭବ୍-ଘାଟିତ

Proprietor Abhimanyu Maharana by Proprietor Abhimanyu Maharana
September 19, 2025
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
୧୨ତମ ଭୁବନେଶ୍ବର ଆନ୍ତର୍ଜାତୀୟ ବାଣିଜ୍ୟ ମେଳା – ୨୦୨୫” ଭବ୍-ଘାଟିତ
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଭୁବନେଶ୍ୱରର ସବୁଠୁ ପ୍ରତୀକ୍ଷିତ ଓ ଲୋକପ୍ରିୟ, ବହୁ  କ୍ଷେତ୍ରୀୟ B2B & B2C ପ୍ରଦର୍ଶନୀ  ୧୨ତମ ଭୁବନେଶ୍ୱର ଆନ୍ତର୍ଜାତୀୟ ବାଣିଜ୍ୟ ମେଳା – ୨୦୨୫” ଆଜି ଜନତା ମୈଦାନ, ଭୁବନେଶ୍ବର ଠାରେ ଉଦଘାଟିତ ହୋଇଯାଇଅଛି । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ବିଧାୟକ, ସମ୍ମାନିତ ଅତିଥି ଶ୍ରୀମତୀ ମେଜର କଳ୍ପନା ଦାଶ, ପୂର୍ବତନ ସମ୍ପାଦିକା,ରେଡକ୍ରସ, ଶ୍ରୀଯୁକ୍ତ ମନୋଜ ତ୍ରିପାଠୀ, dist – governer, ରୋଟାରୀ କ୍ଲବ, , ଶ୍ରୀଯୁକ୍ତ ପ୍ରକାଶ ଶ୍ରୀଚନ୍ଦନ, ସଭାପତି ଓଡ଼ିଶା ପାଇକ ଆଖଡ଼ା ମହାସଂଘ, ଶ୍ରୀମତୀ ଚିଦାତ୍ମିକା ଖଟୁଆ, ପରିଚାଳନା ନିର୍ଦ୍ଦେଶିକା,

ସୁଶୃତ୍ ହସ୍ପିଟାଲ, ଶ୍ରୀଯୁକ୍ତ ସରୋଜ ମଲ୍ଲିକ ଓ ରଶ୍ମିରଞ୍ଜନ କାନୁନଗୋ, କାର୍ଯ୍ୟ – କାରିଣୀ ସଦସ୍ୟ, ରାଜ୍ୟ-ଭାରତୀୟ ଜନତା ପାର୍ଟି, ଙ୍କ ସହିତ gupta event management ର ନିର୍ଦ୍ଦେଶିକା ଶ୍ରୀମତୀ ପାୟଲ ଆଚାର୍ଯ୍ୟ ଗୁପ୍ତା, ପରିଚାଳନ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଜିତ ଗୁପ୍ତା, ସହ-ନିର୍ଦ୍ଦେଶକ ବିର ବାହାଦୁର ସିଂ, ଦୀପକ ମହାନ୍ତି ଓ ମୁଖ୍ୟ ସଂଯୋଜକ ରଞ୍ଜିତ କର୍ମୀ, ଏବଂ ସମସ୍ତ କର୍ମକର୍ତ୍ତା ଓ ସହଯୋଗୀ (gem) ଉପସ୍ଥିତ ଯୋଗ ଦେଇଥିଲେ ।

ଏଥର ପୂଜା ବଜାରକୁ ଆଖି ଆଗରେ ରଖ୍, ବିଶେଷ କରି ଏହି ବାଣିଜ୍ୟ ମେଳାରେ ଉପଲବଦ୍ଧ ସାମଗ୍ରୀ ଗୁଡିକର ଚାହିଁବା କୁ ଦେଖ୍ Gupta Event Management ଏଥର ପୂଜା କିଣା କିଣି କୁ ସୁସଜ୍ଜିତ ଓ ସୁ-ବ୍ୟବସ୍ଥିତ ତଥା ଶୀତ ତାପ ନିୟନ୍ତ୍ରିତ କରି ଏକ ସୁନ୍ଦର ବଳାର ର ଅନୁଭୂତି ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ୧୯ ସେପ୍ଟେମ୍ବରରୁ ୨୯ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ, ପ୍ରତିଦିନ ଅପରାହ୍ଣ ୨:୩୦ରୁ ରାତି ୧୦:୦୦ ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକ ଶ୍ରୀ ସୁଜୀତ ଗୁପ୍ତା ପ୍ରକାଶ ସୂଚନା ଦେଇଛନ୍ତି l

ମୁଖ୍ୟ ଅତିଥ୍ ଙ୍କ ମତରେ ବିଗତ ୭ ବର୍ଷ ମଧ୍ୟରେ, କ୍ରମୋଙ୍କ ଲାବରେ ଭୁବନେଶ୍ଵର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ନିଜର ୧୨ ତମ ସଂସ୍କରଣ କରିବାକୁ ସମର୍ଥ ହେଇଛନ୍ତି । ବିଶେଷ କରି ଦୁର୍ଗା ପୂଜା ଓ କୁମାର ପୂର୍ଣିମା ଆଗରୁ ଏପ୍ରକାରର ଆୟୋଜନ ବେଶୀ ଭାବରେ ଗ୍ରାହକ ମାନଙ୍କୁ ଆକର୍ଷିତ କରିଥାଏ Gupta Event Management ଏହି କ୍ଷେତ୍ରରେ ନିଜକୁ ଏବଂ ନିଜର ବ୍ୟବସାୟ ଶ୍ରେଣୀର ଉତକୃଷ୍ଣ ପ୍ରମାଣିତ କରିଛନ୍ତି, ଅନ୍ତର୍ଜାତୀୟ ସ୍ତରରୁ ପାଖା ପାଖ ୮ ଗୋଟି ଦେଶ, ୨୨ ଟି ରାଜ୍ୟର ପାରମ୍ପରିକ ସାମଗ୍ରୀ,

ହସ୍ତତନ୍ତ ସହିତ ବିଭିନ୍ନ ଆସବାବ ପତ୍ର ବିକ୍ରି ପାଇଁ ଆସୁଥିବାରୁ ଏହି ବାଣିଜ୍ୟ ମେଳା କେବଳ ଯେ ସ୍ବତନ୍ତ୍ର ଅଟେ ତା ନୁହଁ, ଆର୍ଥିକ ଓ ସାମାଜିକ ଆଦାନପ୍ରଦାନ କୁ ମଧ୍ୟ ପ୍ରୋତ୍ସାହିତ କରିଥାଏ ଏଣୁ ଆୟୋଜକ ଧନ୍ୟବାଦ ର ପାତ୍ର ବୋଲି ମୁଖ୍ୟ ଅଡିų ପ୍ରକାଶ କରିଥିଲେ । ଏଥିରେ ଭାରତର ୨୨ଟି ରାଜ୍ୟ ଓ ୧୦ଟି ଦେଶର ପ୍ରଦର୍ଶକମାନେ ଅଂଶଗ୍ରହଣ କରୁଛନ୍ତି, ଯାହାକି ଏକ ବିଶ୍ବସ୍ତରୀୟ ବ୍ୟବସାୟ ମଞ୍ଚର ରୂପ ନେଇଛି । ପ୍ରଦର୍ଶନୀକୁ ଆଧୁନିକ ଶୀତ ତାପ ନିୟନ୍ତ୍ରିତ ସୁବିଧାସହିତ ହ୍ୟାଙ୍ଗାର ଷ୍ଟ୍ରକଚରେ ବିଭିନ୍ନ ବିଭାଗରେ ବିଭକ୍ତ କରାଯାଇଛି,

ଯେଉଁଥିରେ ମୁଖ୍ୟତଃ ପ୍ରଦର୍ଶିତ ହେଉଛି :–

ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା, ଫର୍ନିବର୍‌ – କାଶ୍ମିରୀ, କାର୍ଲିଙ୍ଗ, ପ୍ରାଚୀନ ସାମଗ୍ରୀ, ସୋଫା, ଡାଇନିଂ ସେଟ୍, ଓ ଝୁଲା

ll  ଆଫଗାନିସ୍ଥାନରୁ ଆସୁଥିବା ୧୦୦ ପ୍ରକାରର ଡ୍ରାଇ ଫୁଟସ

II ଜର୍ମାନୀର ଡିଜାଇନର୍‌ ଲ୍ୟାମ୍ପ

II ବାଇ‌ଦେଶରୁ କାମଦାନୀ ସାଡ଼ି

ll ଇରାନରୁ ଖଜୁରି, ଗହନା ଓ ହର୍ବାଲ୍ ତେଲ

ll ଦୁବାଇରୁ ସୁଗନ୍ଧ

II ଆଇଲ୍ୟାଣ୍ଡରୁ ଗହନା, ପାଦୁକା ଓ ପୋଷାକ

ll କୋରିଆରୁ ମହିଳାଙ୍କର ଆକସେସରିଜ୍

II ଭାରତର ସମସ୍ତ ହସ୍ତଶିଳ୍ପ ଓ ହାତସୁତା

ll ପ୍ରାଚୀନ ଧାତୁ ଓ AD ପଥରର ଗହ‌ନା

|| ଇରାନୀ, ପର୍ସିଆନ୍ ଓ ରଦୋହୀ (ୟୁ.ପି.)ରୁ କାର୍ପେଟ

ll ପ୍ରାଚୀନ ପିଚଳ ଓ ତାମାର ସାମଗ୍ରୀ

॥ ଦୁବାଇର ପୋଷାକ

II ପ୍ରାଚୀନ ବିୱାଇ ସଜାଣିର ଫ୍ରେମ୍

ll ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ଚମଡ଼ା ସାମଗ୍ରୀ

॥ ସିଙ୍ଗାପୁରର ସାମଗ୍ରୀ

ll ମାଲେସିଆର ଫାଉଣ୍ଟେନ୍

ll ଖାଦି ଓ କୁରେସିଆ ସାମଗ୍ରୀ

॥ ଭାଗଲପୁର, ପଞ୍ଜାବ, ବନାରସ, ଜୟପୁର, ଓଡ଼ିଶା ଓ ବାବେଶରୁ ବସ୍ତ୍ର ଓ ସାଡ଼ି

ll ସୌନ୍ଦର୍ଯ୍ୟ ସାମଗ୍ରୀ, ଇଲେକ୍ଟ ନିଜ, ଭୋଗ୍ୟବସ୍ତୁ, ମାର୍ବଲ୍ ସାମଗ୍ରୀ ଓ ଅନ୍ୟାନ୍ୟ ଅନେକ ଚିତାକର୍ଷକ ସାମଗ୍ରୀ ର ସମାବେଶ ଦେଖିବାକୁ ପାଇବେ l

ଚଳିତ ବାଣିଜ୍ୟ ମେଳାରେ ବିଶେଷ ଆକର୍ଷଣ ଫୁଡ ଜୋନ୍, ଯେଉଁଠାରେ ବିଭିନ୍ନ ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟକର ଖାଦ୍ୟ ପ୍ରଦାନ କରାଯାଇଛି, ସେଥ୍‌ରେ ଚମ୍ପାରଣ ଆହୁନା ମଟନ୍ ଆଗୁଆଣ crowd-puller ରାଜେ ପ୍ରସିଦ୍ଧି ହାସଲ କରିଛି । ୧୧ ଦିନ ଧରି ଚାଲିବାକୁଥିବା ଏହି ବାଣିଜ୍ୟ ମେଳାରେ ଲକ୍ଷେର ଊଦ୍ଧ ଗ୍ରାହକ ଆସିବାର ଅନୁମାନ ରହିଛି । ଏହା ଉପଭୋକ୍ତା ଓ ବ୍ୟବସାୟୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ, ଯେଉଁଠାରେ ସେମାନେ ଦେଖିବେ, କିଣିବେ,

ଏବଂ ବ୍ୟବସାୟିକ ସମ୍ପର୍କ ସ୍ଥାପନ କରିପାରିବେ – ସବୁ କିଛି ଗୋଟିଏ ସ୍ଥାନରେ ବୋଲି ଶ୍ରୀମତୀ ପାୟଲ୍ ଆଚାର୍ଯ୍ୟ ଗୁପ୍ତା (ଡାଇରେକ୍ଟର୍-GEM) ସୂଚନା ଦେଇଛନ୍ତି! Gupta Event Management Pvt. Ltd., ର ନେତୃତ୍ବ ଶ୍ରୀ ସୁଜିତ ଗୁପ୍ତା (ମ୍ୟାନେଜିଂ ଡାଇରେକ୍ଟର୍) ଓ ଶ୍ରୀମତୀ ପାୟଲ୍ ଆଚାର୍ଯ୍ୟ ଗୁପ୍ତା (ଡାଇରେକ୍ଟର୍) ନେଉଛନ୍ତି । ବିଗତ ୧୦ ବର୍ଷ ଧରି ପ୍ରୋଫେଶନାଲ୍‌ ଇଭେଣ୍ଟ ମ୍ୟାନେଜମେଣ୍ଟରେ ଏକ ପ୍ରମୁଖ ନାମ ସଂସ୍ଥାର ନୂତନତା-ପୂର୍ଣ୍ଣ ବ୍ୟବସାୟିକ ମଞ୍ଚ ସୃଷ୍ଟିର ପ୍ରତିବଦ୍ଧତା ଭାରତୀୟ ଓ ଆନ୍ତର୍ଜାତୀୟ ବ୍ୟବସାୟକୁ ଏକତ୍ର କରିବାରେ ସାହାଯ୍ୟ କରୁଛି ବୋଲି ମୁଖ୍ୟ ସଂଯୋଜକ ରଞ୍ଜିତ କର୍ମୀ ପ୍ରକାଶ କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜ୍ୟସ୍ତରୀୟ ଟାଇକୋଣ୍ଡରେ ପ୍ରତିଯୋଗିତାରେ ନୟାଗଡ ଜିଲ୍ଲାକୁ ୨ ସ୍ବର୍ଣ୍ଣ, ୩ ରୌପ୍ୟ ଏବଂ ୨ କାଂସ୍ୟ ପଦକ

ରାଜ୍ୟସ୍ତରୀୟ ଟାଇକୋଣ୍ଡରେ ପ୍ରତିଯୋଗିତାରେ ନୟାଗଡ ଜିଲ୍ଲାକୁ ୨ ସ୍ବର୍ଣ୍ଣ, ୩ ରୌପ୍ୟ ଏବଂ ୨ କାଂସ୍ୟ ପଦକ

April 28, 2026
ପୁରୀ ଜିଲ୍ଲା ଧାନ ସଂଗ୍ରହ ମକିଟି ବୈଠକ

ପୁରୀ ଜିଲ୍ଲା ଧାନ ସଂଗ୍ରହ ମକିଟି ବୈଠକ

April 28, 2026
Junior & Senior Artistic Gymnastics National Championships 2026–27

Junior & Senior Artistic Gymnastics National Championships 2026–27

April 28, 2026
ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

April 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜ୍ୟସ୍ତରୀୟ ଟାଇକୋଣ୍ଡରେ ପ୍ରତିଯୋଗିତାରେ ନୟାଗଡ ଜିଲ୍ଲାକୁ ୨ ସ୍ବର୍ଣ୍ଣ, ୩ ରୌପ୍ୟ ଏବଂ ୨ କାଂସ୍ୟ ପଦକ

ରାଜ୍ୟସ୍ତରୀୟ ଟାଇକୋଣ୍ଡରେ ପ୍ରତିଯୋଗିତାରେ ନୟାଗଡ ଜିଲ୍ଲାକୁ ୨ ସ୍ବର୍ଣ୍ଣ, ୩ ରୌପ୍ୟ ଏବଂ ୨ କାଂସ୍ୟ ପଦକ

April 28, 2026
ପୁରୀ ଜିଲ୍ଲା ଧାନ ସଂଗ୍ରହ ମକିଟି ବୈଠକ

ପୁରୀ ଜିଲ୍ଲା ଧାନ ସଂଗ୍ରହ ମକିଟି ବୈଠକ

April 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version