ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର 30.12.2019 :- ଭୁବନେଶ୍ୱର ଉଦ୍ୟାନକୃଷି ବିଭାଗ ନିର୍ଦେଶକ ଡ଼ଃ ବିଜୟ କେତନ ଉପାଦ୍ଧାୟ ବିଲ କରାଇବାକୁ ୧ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ଅଫିସ ଭିତରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । “ମୋ ସରକାର” ରେ ଅଭିଯୋଗ ଆସିଲା ପରେ ପ୍ରାୟ ୧୦ଦିନ ହେବ ତାଙ୍କ ଉପରେ ନଜର ରଖିଥିଲା ଭିଜିଲାନ୍ସ । ବହୁଦିନ ଧରି ଭିଜିଲାନ୍ସ ସ୍କାନର ରେ ଥିଲେ ଏହି IAS ଅଫିସର । (ଓଡିଶା ତାଜା ନିଉଜ୍) ରିପୋର୍ଟ – ସୋନାଲି