• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଟିଭିଏସ୍ ମୋଟର କମ୍ପାନି ପକ୍ଷରୁ ଟିଭିଏସ ଏନଟର୍କ ୧୫୦ ଉନ୍ମୋଚିତ ଭାରତର ଦ୍ରୁତତମ ଏବଂ ପ୍ରଥମ ହାଇପର ସ୍ପୋର୍ଟ ସ୍କୁଟର୍‌

Proprietor Abhimanyu Maharana by Proprietor Abhimanyu Maharana
September 10, 2025
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ଟିଭିଏସ୍ ମୋଟର କମ୍ପାନି ପକ୍ଷରୁ ଟିଭିଏସ ଏନଟର୍କ ୧୫୦ ଉନ୍ମୋଚିତ ଭାରତର ଦ୍ରୁତତମ ଏବଂ ପ୍ରଥମ ହାଇପର ସ୍ପୋର୍ଟ ସ୍କୁଟର୍‌
Share on FacebookShare on TwitterWhatsapp

ଚା ବର୍ଗର ଅଗ୍ରଣୀ ତ୍ୱରଣ: ମାତ୍ର ୬.୩ ସେକେଣ୍ଡରେ ୦-୬୦ କେଏମ/ଏଚ
ଚା ଏବିଏସ, ଟ୍ରାକ୍ସନ୍ କଂଟ୍ରୋଲ ସହିତ ଉନ୍ନତ ସୁରକ୍ଷା ଏବଂ ନିୟନ୍ତ୍ରଣ
ଚା ସିଗନେଚର୍ ମଲ୍ଟିପଏଂଟ ପ୍ରୋଜେକ୍ଟର୍ ହେଡଲ୍ୟାମ୍ପ୍‌, ସାମ୍ନା କମ୍ବିନେସନ୍ ଲ୍ୟାମ୍ପ୍ ଏବଂ ‘ଟି’ ଆକାରର ଟେଲଲ୍ୟାମ୍ପ୍‌
ଚା ଉନ୍ନତ ଟିଏଫଟି କ୍ଲଷ୍ଟର୍ ସହିତ ଉନ୍ନତ ରାଇଡ୍ ଅନୁଭୂତି ଯାହା କନେକ୍ଟେଡ୍ ସୁବିଧାରେ ପରିପୂର୍ଣ୍ଣ
ଚା ବର୍ଗରେ ପ୍ରଥମ ଆଲେକ୍ସା ଏବଂ ସ୍ମାର୍ଟୱାଚ୍ ସମନ୍ୱୟ ସହିତ ସ୍ମାର୍ଟ ରାଇଡ୍ ଅନୁଭବ କରନ୍ତୁ
ଚା ଷ୍ଟିଲଥଏୟାରକ୍ରାଫ୍ଟରୁ ଅନୁପ୍ରାଣିତ ଏହି ସ୍କୁଟରଟି ଭବିଷ୍ୟତମୁଖୀ ଏବଂ ସ୍ପୋର୍ଟି ଡିଜାଇନର ପ୍ରତୀକ ବର୍ଗରେ ପ୍ରଥମ ବିଶେଷତା

ଚା ୬.୩ ସେକେଣ୍ଡରେ ୦-୬୦ କେଏମ/ଏଚର ତ୍ୱରଣ
ଚା ଏବିଏସ ଏବଂ ଟ୍ରାକ୍ସନ୍ କଂଟ୍ରୋଲ ସିଷ୍ଟମ୍‌
ଚା ମଲଟିପଏଂଟ ପ୍ରୋଜେକ୍ଟର୍ ହେଡଲ୍ୟାମ୍ପ
ଚା ଷ୍ଟାଇଲିସ ସାମ୍ନା କମ୍ବିନେସନ୍ ଲ୍ୟାମ୍ପ
ଚା ରେସ୍ ଏବଂ ଷ୍ଟ୍ରିଟ୍ ମୋଡ୍‌
ଚା ଆଇଗୋ ଆସିଷ୍ଟ
ଚା ଆଇଏସଏସ- ଷ୍ଟ୍ରିଟ୍ ମୋଡ୍‌
ଚା ବୁଷ୍ଟ –ରେସ୍ ମୋଡ୍‌
ଚା ସିଗନେଚର୍ ମଫଲର ନୋଟ
ଚା ନେକେଡ୍ ହ୍ୟାଣ୍ଡଲବାର୍‌
ଚା ଏୟାରୋଡାଇନାମିକ୍ ୱିଙ୍ଗଲେଟ୍‌
ଚା ୫୦ରୁ ଅଧିକ କନେକ୍ଟେଡ୍ ସୁବିଧା ସହିତ ହାଇ-ରେସ୍ ଟିଏଫଟି କ୍ଲଷ୍ଟର୍‌
ଚା ୪-ୱେ ନେଭିଗେସନ୍ ସ୍ୱିଚ୍‌
ଚା ଆଲେକ୍ସା ସମନ୍ୱୟ
ଚା ସ୍ମାର୍ଟୱାଚ ସମନ୍ୱୟ
ଚା ଯାନ ଲାଇଭ୍ ଟ୍ରାକିଂ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର  :- ଦୁଇଚକିଆ ଏବଂ ତିନି-ଚକ ଯାନର ଏକ ବିଶ୍ୱସ୍ତରୀୟ ଲିଡର ଟିଭିଏସ୍ ମୋଟର୍ କମ୍ପାନି (ଟିଭିଏସଏମ) ଭାରତର ଦ୍ରୁତତମ ହାଇପର୍ ସ୍ପୋର୍ଟସ୍ ସ୍କୁଟର୍ ଟିଭିଏସ୍ ଏନଟର୍କ ୧୫୦ର ଉନ୍ମୋଚନ ଘୋଷଣା କରିଛି । ୧୪୯.୭ ସିସିର ରେସ୍ ଆଧାରିତ ଇଞ୍ଜିନ୍ ଦ୍ୱାରା ଚାଳିତ ଏବଂ ଷ୍ଟିଲଥ ଏୟାରକ୍ରାଫ୍ଟ୍ ଡିଜାଇନରୁ ଅନୁପ୍ରାଣିତ ଏହି ସ୍କୁଟରଟି ଉଚ୍ଚ ପ୍ରଦର୍ଶନ, ସ୍ପୋର୍ଟି ସୌନ୍ଦର୍ଯ୍ୟ ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିର ମିଶ୍ରଣ ଯାହା ରାଇଡରମାନଙ୍କ ଏକ ନୂଆ ପିଢ଼ିକୁ ସେବା ପ୍ରଦାନ କରିବ । ଏହାର ଏକ ବିଶେଷ ପ୍ରାରମ୍ଭିକ ମୂଲ୍ୟ ୧,୧୯,୦୦୦ ଟଙ୍କା (ଏକ୍ସ-ଶୋରୁମ୍‌, ସାରା ଭାରତ) ରହିଛି ।

ଟିଭିଏସ୍ ଏନଟର୍କ କାହାଣୀରେ ସର୍ବଦା ଚକିତ କରିବା ଭାବ ଉପରେ ଗଠିତ ଏହି ନୂତନ ସ୍କୁଟରଟି ଆଉ ଏକ ଭବିଷ୍ୟତ ଆଇକନ୍ ହେବ । ଏହାର ମଲ୍ଟି ପଏଂଟ ପ୍ରୋଜେକ୍ଟର୍ ହେଡଲ୍ୟାମ୍ପ୍‌, ଏୟାରୋଡାଇନାମିକ୍ ୱିଙ୍ଗଲେଟ୍‌, ରଙ୍ଗିନ ଆଲୟ ଚକ, ଏବଂ ସିଗନେଚର୍ ମଫଲର୍ ନୋଟ ଏହାର ରେସିଂ ଡିଏନଏକୁ ଉଜ୍ଜ୍ୱଳ କରିଛି ଏବଂ ଆଲେକ୍ସା ଏବଂ ସ୍ମାର୍ଟୱାଚ୍ ସମନ୍ୱୟ, ଲାଇଭ୍ ଟ୍ରାକିଂ, ନେଭିଗେସନ୍‌, ଏବଂ ଓଟିଏ ଅପଡେଟ୍ ପରି ୫୦ରୁ ଅଧିକ ସ୍ମାର୍ଟ୍ ବୈଶିଷ୍ଟ୍ୟ ସହିତ ଏକ ହାଇ-ରେସ୍ ଟିଏଫଟି କ୍ଲଷ୍ଟର୍ ଏହାକୁ ଏହାର ଶ୍ରେଣୀର ସବୁଠାରୁ ଉନ୍ନତ ସ୍କୁଟର୍ ଭାବରେ ଗଢ଼ି ତୋଳିଛି ।

ଏହାର ଶୁଭାରମ୍ଭ ଅବସରରେ ଟିଭିଏସ୍ ମୋଟର କମ୍ପାନିର ବରିଷ୍ଠ ଉପସଭାପତି ଓ ମୁଖ୍ୟ-କମ୍ୟୁଟର୍ ଏବଂ ଇଭି ବିଜନେସ୍ ଏବଂ ମୁଖ୍ୟ- କର୍ପୋରେଟ୍ ବ୍ରାଣ୍ଡ୍ ଓ ମିଡିଆ ଶ୍ରୀ ଅନିରୁଦ୍ଧ ହଲଦାର କହିଛନ୍ତି ଯେ, ‘ଦୁଇ ନିୟୁତରୁ ଅଧିକ ଏନଟର୍କ ଗ୍ରାହକ ଏବଂ ୫୦ରୁ ଅଧିକ ସ୍ୱ-ପରିଚାଳିତ ରାଇଡ୍ ଗ୍ରୁପ୍ ଏବଂ ସମ୍ପ୍ରଦାୟ ସହ ଭାରତର ସବୁଠାରୁ ପ୍ରିୟ ଏବଂ ଆଇକନିକ୍ ଅଟୋମୋଟିଭ୍ ବ୍ରାଣ୍ଡ୍ ଏବଂ ଏହାର ରାଇଡରମାନଙ୍କ ମଧ୍ୟରେ ଗଠିତ ସମ୍ପର୍କକୁ ବ୍ୟାଖ୍ୟା କରୁଛି । ଟିଭିଏସ୍ ଏନଟର୍କ ଆକର୍ଷଣୀୟ ଡିଜାଇନ୍‌, ଉତ୍କୃଷ୍ଟ ପ୍ରଦର୍ଶନ ଏବଂ ନୂତନ ୟୁଗର ପ୍ରଯୁକ୍ତିକୁ ସମର୍ଥନ କରୁଛି । ସମ୍ପୂର୍ଣ୍ଣ ନୂତନ ଟିଭିଏସ୍ ଏନଟର୍କ ୧୫୦ର ପରିଚୟ ଜେନ୍ ଜେଡଙ୍କ ବିକଶିତ ଉଚ୍ଚ-ପ୍ରଦର୍ଶନ ଆକାଂକ୍ଷାକୁ ପୂରଣ କରିବା ଉଦ୍ଦେଶ୍ୟ ରଖି ପ୍ରସ୍ତୁତ କରାଯାଇଛି । ଟିଭିଏସ୍ ଏନଟର୍କ ୧୫୦ ଭାରତର ପ୍ରଥମ ହାଇପର୍ ସ୍ପୋର୍ଟ ସ୍କୁଟର୍ ଯାହାର ହାଇପର୍ ଭବିଷ୍ୟତଧର୍ମୀ ଡିଜାଇନ୍‌, ହାଇପର୍ ଟ୍ୟୁନଡ ପ୍ରଦର୍ଶନ ଏବଂ ହାଇପର୍ କନେକ୍ଟେଡ୍ ପ୍ରଯୁକ୍ତି ଏହାର ରାଇଡରମାନଙ୍କୁ ରୋମାଂଚିତ କରିବ ଏବଂ ଟିଭିଏସ୍ ଏନଟର୍କ ବ୍ରାଣ୍ଡ୍ ଫ୍ରାଂଚାଇଜିକୁ ବିଶେଷ ଭାବରେ ଶକ୍ତିଶାଳୀ ଏବଂ ପ୍ରସାରିତ କରିବ ।’’

ପ୍ରଦର୍ଶନ

ଟିଭିଏସ୍ ଏନଟର୍କ ୧୫୦ ଏକ ୧୪୯.୭ ସିସି, ଏୟାରକୁଲଡ, ଓ୩ସି ଟେକ୍ ଇଞ୍ଜିନ୍ ଦ୍ୱାରା ଚାଳିତ ଯାହା ୭୦୦୦ ଆରପିଏମ ରେ ୧୩.୨ ପିଏସ ଏବଂ ୫,୫୦୦ ଆରପିଏମରେ ୧୪.୨ ଏନଏମ ଟର୍କ୍ ପ୍ରଦାନ କରୁଛି । ମାତ୍ର ୬.୩ ସେକେଣ୍ଡରେ ୦-୬୦ କେଏମ/ଏଚରେ ତ୍ୱରାନ୍ୱିତ ହୋଇ ଏବଂ ୧୦୪ କେଏମ/ଏଚର ଏକ ଶୀର୍ଷ ଗତିକୁ ବଢ଼ାଉଛି ଏବଂ ଏହା ଏହାର ଶ୍ରେଣୀର ସବୁଠାରୁ ଦ୍ରୁତତମ ସ୍କୁଟର୍ ଭାବରେ ଉଭା ହୋଇଛି ।

ସ୍ପୋର୍ଟି ଏବଂ ଭବିଷ୍ୟତମୁଖୀ ଡିଜାଇନ୍‌

ଷ୍ଟିଲଥ ଏୟାରକ୍ରାଫ୍ଟରୁ ଅନୁପ୍ରାଣିତ ଟିଭିଏସ୍ ଏନଟର୍କ ୧୫୦ ରେ ମଲ୍ଟିପଏଂଟ ପ୍ରୋଜେକ୍ଟର୍ ହେଡଲ୍ୟାମ୍ପ୍‌, ସ୍ପୋର୍ଟି ଟେଲ୍ ଲ୍ୟାମ୍ପ୍‌, ଏୟାରୋଡାଇନାମିକ୍ ୱିଙ୍ଗଲେଟ୍‌, ସିଗନେଚର୍ ନୋଟ ସହିତ ଏକ ଉନ୍ନତ ମଫଲର୍ ନେକେଡ୍ ହ୍ୟାଣ୍ଡଲବାର୍ ଏବଂ ରଙ୍ଗୀନ ଆଲୟ ଚକ ରହିଛି ।

ଚା ଆକ୍ରମଣାତ୍ମକ, ପ୍ରିଡାଟର ପ୍ରସ୍ତୁତ ଭଙ୍ଗୀ ସହିତ ଫରୱାର୍ଡ୍‌-ବାୟାସଡ ଷ୍ଟାନ୍ସ ।
ଚା ଏରୋଡାଇନାମିକ୍ ଦକ୍ଷତା ଏବଂ ସୌନ୍ଦର୍ଯ୍ୟପୂର୍ଣ୍ଣ ଗତି ପାଇଁ ଖୋଦିତ ଆରୋହେଡ ସାମ୍ନା ଆକୃତି
ଚା ନେକେଡ୍ ମୋଟରସାଇକଲ୍‌-ଷ୍ଟାଇଲ ହ୍ୟାଣ୍ଡଲବାର୍ ରାଇଡର୍ ନିୟନ୍ତ୍ରଣ ବୃଦ୍ଧି କରିବ ଏବଂ ଏକ କନେକ୍ଟେଡ୍ ଅନୁଭୂତି ପ୍ରଦାନ କରିବ
ଚା ଜେଟ୍‌-ଅନୁପ୍ରାଣିତ ଭେଂଟ ଏବଂ ସଂଯୁକ୍ତ ୱିଙ୍ଗଲେଟ୍ ଏହାର ରେସ୍‌-ବିଡ ସ୍ୱତନ୍ତ୍ରତାକୁ ଶକ୍ତିଶାଳୀ କରିବ
ଚା ଉନ୍ନତ ଆଲୋକସଜ୍ଜା ପ୍ରଦାନ କରୁଥିବା ମଲ୍ଟିପଏଂଟ ପ୍ରୋଜେକ୍ଟର୍ ହେଡଲ୍ୟାମ୍ପ୍ ।
ଚା ସିଗନେଚର୍ ‘ଟି’ ଟେଲଲ୍ୟାମ୍ପ୍‌, ଭିନ୍ନ ଏବଂ ଉନ୍ନତ ଦେଖାଯିବା ପାଇଁ ଡିଜାଇନ୍ କରାଯାଇଛି ।
ଚା ଗେମିଂ କନସୋଲ ଅନୁପ୍ରାଣିତ ହାଇ-ରେସ୍ ଟିଏଫଟି
ଚା ସ୍ପୋର୍ଟ୍‌-ଟ୍ୟୁନଡ ସସପେନସନ, ହାଲୁକା ଆଲୟ ଏବଂ ଏକ ପ୍ରଦର୍ଶନକାରୀ ଏକଜଷ୍ଟ ଯାହା ଏହାକୁ ସୁନ୍ଦର ଓ କାର୍ଯ୍ୟଦକ୍ଷତାକୁ ସ୍ପୋର୍ଟି ଚରିତ୍ରକୁ ସୁହାଇବ ନୂଆ ଯୁଗର ରାଇଡର୍ ପାଇଁ ଟେକ୍‌-ପ୍ୟାକ୍‌
ଏକ ହାଇ-ରେସ୍ ଟିଏଫଟି କ୍ଲଷ୍ଟର୍ ଏବଂ ଟିଭିଏସ୍ ସ୍ମାର୍ଟସନେକ୍ଟ ସହିତ ସଜ୍ଜିତ ଟିଭିଏସ୍ ଏନଟର୍କ ୧୫୦ରେ  ଆଲେକ୍ସା ଏବଂ ସ୍ମାର୍ଟୱାଚ୍ ଇଂଟିଗ୍ରେସନ୍‌,

ଟର୍ନ୍‌-ବାଇ-ଟର୍ନ୍ ନେଭିଗେସନ୍‌, ଯାନ ଟ୍ରାକିଂ, ଶେଷ ପାର୍କିଂ ସ୍ଥାନ, କଲ୍‌, ବାର୍ତା/ସୋସିଆଲ୍ ମିଡିଆ ଆଲର୍ଟ, ରାଇଡ୍ ମୋଡ୍‌, ଓଟିଏ ଅପଡେଟ୍ ଏବଂ କଷ୍ଟମ୍ ୱିଜେଟ୍ ସହିତ ୫୦ରୁ ଅଧିକ କନେକ୍ଟେଡ୍ ସୁବିଧା ପ୍ରଦାନ କରୁଛି । ୪-ଉପାୟ ନେଭିଗେସନ୍ ସ୍ୱିଚ୍ ସହିତ ଅଡପଟିଭ ଟିଏଫଟି ଡିସପ୍ଲେ ଏବଂ ସଂଯୁକ୍ତ ଟେଲିମ୍ୟାଟିକ୍ ଏହାକୁ ଭାରତର ସବୁଠାରୁ ଉନ୍ନତ ସ୍କୁଟର୍ ଇଂଟରଫେସ୍ ଭାବରେ ଗଢି ତୋଳିଛି ।

ସୁରକ୍ଷା ଏବଂ ସୁବିଧା

ସ୍କୁଟରଟି ଏବିଏସ ଏବଂ ଟ୍ରାକ୍ସନ୍ କଂଟ୍ରୋଲ୍ (ବର୍ଗରେ ପ୍ରଥମ), ଦୁର୍ଘଟଣା ଏବଂ ଚୋରି ଆଲର୍ଟ, ହାଜାର୍ଡ ଲ୍ୟାମ୍ପ, ଜରୁରୀକାଳୀନ ବ୍ରେକ୍ ସତର୍କତା ଏବଂ ଫଲୋ-ମି ହେଡଲ୍ୟାମ୍ପ୍ ସହିତ ରାଇଡର୍ ଆତ୍ମବିଶ୍ୱାସ ନିଶ୍ଚିତ କରୁଛି । ଟେଲିସ୍କୋପିକ୍ ସସପେନସନ, ଆଡଜଷ୍ଟ ହୋଇପାରୁଥିବା ବ୍ରେକ୍ ଲିଭର, ଏକ ପେଟେଂଟ ଯୁକ୍ତ ଇ-ଜେଡ ସେଂଟର ଷ୍ଟାଣ୍ଡ ଏବଂ ୨୨ ଏଲ ଆସନ ତଳେ ଷ୍ଟୋରେଜ ମାଧ୍ୟମରେ ସୁବିଧା ବୃଦ୍ଧି ପାଇଛି ।

ରଙ୍ଗ ପାଲେଟ୍‌

ଚା ଟିଭିଏସ୍ ଏନଟର୍କ ୧୫୦ ଦୁଇଟି ଦୁଇଟି ଭାରିଆଂଟରେ ପ୍ରଦାନ କରାଯିବ:
ଚା ଟିଭିଏସ୍ ଏନଟର୍କ ୧୫୦ ଷ୍ଟିଲଥ ସିଲଭର, ରେସିଂ ରେଡ୍‌, ଟର୍ବୋ ବ୍ଲୁ
ଚା ଟିଏଫଟି କ୍ଲଷ୍ଟର୍ ସହିତ ଟିଭିଏସ୍ ଏନଟର୍କ ୧୫୦ – ନାଇଟ୍ରୋ ଗ୍ରିନ୍‌, ରେସିଂ ରେଡ୍‌, ଟର୍ବୋ ବ୍ଲୁ

 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

April 29, 2026
ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

April 29, 2026
ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର

ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର

April 29, 2026

Recent News

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

April 29, 2026
ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

April 29, 2026
ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର

ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର

April 29, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

April 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version