ଓଡ଼ିଶା ତାଜା ନ୍ୟୁଜ୍ ଡିଜିଟାଲ (ନି:ପ୍ର) :- ବାଣୀବିହାର କ୍ୟାମ୍ପସରୁ ଅଣଛାତ୍ର ବାହାରିବେ ଉତ୍କଳ ବିଶ୍ୱବିଦ୍ୟାଳୟ । ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ଚଢାଉ କରିଛି କମିସନରେଟ୍ ପୁଲିସ । ଦିନ ୧୦ଟା ୩୦ମିନିଟରେ ବିଭିନ୍ନ ହଷ୍ଟେଲରେ ପୁଲିସ ଟିମ୍ ଚଢାଉ କରି ଅଣଛାତ୍ରଙ୍କୁ ତଡିବାରେ ଲାଗିଛି ।



© 2023 Odisha Taza News.