ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ଏକଲବ୍ୟ ପାଠଶାଳା ପକ୍ଷରୁ ଗୁରୁଦିବସ ଅବସରେ ଗୁରୁପୂଜନ ଉତ୍ସବ ଭାରତ ଯୋଗ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଶିଷ୍ଟ ସ୍ତମ୍ଭକାର ହରିଶଙ୍କର ମିଶ୍ର ,ଅନ୍ୟତମ ଅତିଥି ଭାବରେ ସୂର୍ଯ୍ୟ ନାରାୟଣ ରଥ,ପ୍ରାକ୍ତନ ପୌର ସଦସ୍ୟା ସରସ୍ଵତୀ ପାତ୍ର,















